steel plant in Paradip and silicon metal plant
ବାଣିଜ୍ୟ  ଓଡ଼ିଶା 

ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ଜେଏସ୍‌ଡବ୍ଲì୍ୟ ଅଧ୍ୟକ୍ଷ

ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ଜେଏସ୍‌ଡବ୍ଲì୍ୟ ଅଧ୍ୟକ୍ଷ ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଜେଏସ୍‌ଡବ୍ଲì୍ୟ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏକ ବଡ଼ ଘୋଷଣା କରିଛନ୍ତି । ଷ୍ଟିଲ୍‌ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ । ଓଡ଼ିଶାରେ ଜେଏସ୍‌ଡବ୍ଲì୍ୟ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା ସେ କରିଛନ୍ତି । ଏହାସହ ସେ‘ମେକ୍‌ ଇନ୍‌ ଓଡ଼ିଶା’ର ପ୍ଲିନାରି ସେସନର ଆଧୁନିକୀକରଣ ଆଡ଼କୁ ଓଡ଼ିଶା ଆଗ୍ରଗତି ସଂପର୍କରେ ସୂଚନା […]
Read More...

Advertisement