start up exibition
ଦେଶ- ବିଦେଶ 

ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀରେ ସାମିଲ ହେବେ ମୋଦି

ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀରେ ସାମିଲ ହେବେ ମୋଦି ନୂଆଦିଲ୍ଲୀ: ମଇ ୧୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ମେ ୨୦୨୨ ସଂଧ୍ୟା ୭ଟା ସମୟରେ ଭିଡିଓ କନ®ରେନ୍ସିଂ ମାଧ୍ୟମରେ ଇନ୍ଦୋରରେ ଅନୁଷ୍ଠିତ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ସମ୍ମିଳନୀରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ନୀତିର ଶୁଭାରମ୍ଭ କରିବେ ଏବଂ ଷ୍ଟାର୍ଟଅପ୍‌ ଗୋଷ୍ଠୀ ଉଦ୍ଦେଶ୍ୟରେ ଭାଷଣ ଦେବେ । ଏଥିସହ ସେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ । ଏହି ପୋର୍ଟାଲ ଷ୍ଟାର୍ଟଅପ୍‌ ଇକୋ ବ୍ୟବସ୍ଥାପନାକୁ ସହଜ ଓ ଉନ୍ନତ କରିବାରେ ସାହାଯ୍ୟ କରିବ । ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍‌ […]
Read More...

Advertisement