star pracharak
ଓଡ଼ିଶା 

ଆଜି ପିପିଲି ଉପନିର୍ବାଚନ ପ୍ରଚାରର ଶେଷ ଦିନ

ଆଜି ପିପିଲି ଉପନିର୍ବାଚନ ପ୍ରଚାରର ଶେଷ ଦିନ ଭୁବନେଶ୍ୱର : ସେପ୍‌ଟେମ୍ବର ୨୭: ଆଜି ସନ୍ଧ୍ୟାରେ ପିପିଲି ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ବର୍ଷା ଓ ପବନକୁ ଖାତିର ନକରି ତିନି ଦଳର ପାର୍ଥୀ ଓ ସମର୍ଥକମାନେ ଜୋର୍‌ଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର୍‌ ପ୍ରଚାରକ ବିଭିନ୍ନ ପଞ୍ଚାୟତ ବୁଲି ବୁଲି ସଭା କରି ପ୍ରଚାର କରୁଥିବା ଦେଖାଯାଇଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପକ୍ଷରୁ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ […]
Read More...

Advertisement