Srimandira
ଜିଲ୍ଲା  ଅପରାଧ 

ଶ୍ରୀମନ୍ଦିରରେ ଦୁର୍ବୃତ୍ତ ଭାଙ୍ଗିଲା ରୋଷଚୁଲା

ଶ୍ରୀମନ୍ଦିରରେ ଦୁର୍ବୃତ୍ତ ଭାଙ୍ଗିଲା ରୋଷଚୁଲା ପୁରୀ: ଅପ୍ରେଲ୦୫: ଶ୍ରୀମନ୍ଦିରରେ ଭାଙ୍ଗିଲା ରୋଷଚୁଲା। ଘଟଣାରେ ସୁରକ୍ଷାରେ ନିୟୋଜିତ ଜେଟିପିଙ୍କୁ ପଚରାଉଚରା କରୁଛି ପୋଲିସ । ଏଥିରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ ପୋଲିସର ପଚରାଉଚରା ଜାରି ରହିଛି । ଖବର ଅନୁଯାୟୀ, ଏହି ଘଟଣାରେ ତଦନ୍ତକୁ ଜୋରଦାର କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଏହାପରଠାରୁ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଏହି ଘଟଣାରେ ତଦନ୍ତ ପାଇଁ ୫ଜଣିଆ ଟିମ୍ […]
Read More...
ଓଡ଼ିଶା 

ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ

ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ପୁରୀ(ସବ୍ୟୁ): ଜୁଲାଇ ୨୫: ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ କରିବା ପରେ ମହାପ୍ରଭୁଙ୍କୁ ନବଦିନ ଯାତ୍ରାରେ ନେବା ଆଣିବା କରିଥିବା ସୁସଜ୍ଜିତ ୩ଟି ରଥକୁ ଭଙ୍ଗାଯିବା କାର୍ଯ୍ୟ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଛି । ଗତ କାଲି ତିନିରଥର ସାରଥୀ, ହଂସପଟା, ଠେକେରାବାଡ଼,ଘୋଡା,ପାଶ୍ୱର୍ ଦେବାଦେବୀ ଓ ଆସ୍ଥାନ ଗୁଡିକୁ ରଥରୁ କାଢି ଦିଆଯାଇଛି । ହଂସପଟା, ଠେକେରାବାଡ଼ ଓ ଘୋଡା ରଥରୁ କଢାଯାଇ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଛି । ପାଶ୍ୱର୍ଦେବାଦେବୀ ଓ ଆସ୍ଥାନ ଗୁଡ଼ିକୁ […]
Read More...
ଓଡ଼ିଶା 

ଉପଲବ୍ଧ ହେଲା ନୀଳାଚଳ ଅବଢା

ଉପଲବ୍ଧ ହେଲା ନୀଳାଚଳ ଅବଢା ପୁରୀ(ସବ୍ୟୁ): ଜୁଲାଇ ୨୫: ରତ୍ନ ସିଂହାସନାରୂଢ ହେବା ପରେ ୨୪ ତାରିଖରୁ ଚତୁର୍ଦ୍ଧାମୂତ୍ତିଙ୍କଠାରେ ଅନ୍ନ ମହାପ୍ରସାଦ ଭୋଗ କରାଯାଇଛି । ବହୁଶ୍ରଦ୍ଧାଳୁ ନୀଳା ଚଳ ଅବଢା ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପରମ୍ପରା ଅନୁଯାୟୀ ଏହି ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ସମସ୍ତ ନୀତି କାନ୍ତି ଆରମ୍ଭ ହୋଇଛି । ଗତକାଲି ସକାଳ ସାଢେ ୯ଟା ସୁଦ୍ଧା ଶ୍ରୀଜିଉମାନଙ୍କର ମଙ୍ଗଳଆଳତି ନୀତି ଶେଷ ହୋଇଥିଲା । ମଇଲମ୍ ଓ ତଡ଼ପ ଲାଗି ପରେ ୧୦ଟା ୩୫ […]
Read More...
ଓଡ଼ିଶା 

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ

ଭଲରେ  ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା; ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜୁଲାଇ ୨୦: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି । ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ […]
Read More...
ଓଡ଼ିଶା 

ମହାପ୍ରଭୁ ପିନ୍ଧିଲେ ପାଟରାକ୍ଷୀ: ବଳଭଦ୍ର ଜନ୍ମ ନୀତି ସମ୍ପନ୍ନ

ମହାପ୍ରଭୁ ପିନ୍ଧିଲେ ପାଟରାକ୍ଷୀ: ବଳଭଦ୍ର ଜନ୍ମ ନୀତି ସମ୍ପନ୍ନ ପୁରୀ: ଅଗଷ୍ଟ ୪:(ସବ୍ୟୁ):ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କୁ ପାଟରାକ୍ଷୀ ଲାଗି କରାଯାଇଛି । ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡରେ ମଇଲମ୍ ଓ ମହାସ୍ନାନ ସମ୍ପନ୍ନ ହେବା ପରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନିଟି ରୂପା ପିଙ୍ଗଣରେ ଘଟୁଆରୀ ଘରଠାରୁ ସର୍ବାଙ୍ଗ ବିଜେ କରାଇ ଆଣିଥିଲେ । ତାହା ତିନିବାଡରେ ଲାଗି କରାଯାଇଥିଲା । ଏହାପରେ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଓ ବୋଇରାଣୀ ପତନୀ ଲାଗି କରାଯାଇଥିଲା । ଦ୍ୱିପ୍ରହର […]
Read More...

Advertisement