Srimandir
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଜି ଶ୍ରୀମନ୍ଦିରରେ ସୁନିଆଁ ଓ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ପାଳନ
Published On
By Samaya Live
ପୁରୀ : ଆଜି ଶ୍ରୀ ମନ୍ଦିରରେ ପାଳନ ହେବ ପବିତ୍ର ସୁନିଆ ଉତ୍ସବ ଏହା ସହିତ ବାମନ ଜନ୍ମ ନୀତି । ଗତକାଲି ଥିଲା ପବିତ୍ର ବଡ଼ ଏକାଦଶୀ ବା ପାର୍ଶ୍ୱ ପରିବର୍ତନ ଏକାଦଶୀ I ଦୁଇ ମାସ ଧରି ଦକ୍ଷିଣମୁହାଁ ହୋଇ ଶୋଇ ରହିଥିବା ମହାପ୍ରଭୁ ଗତ କାଲି କଡ଼ ଲେଉଟାଇ ଉତ୍ତରମୁହାଁ ହୋଇଛନ୍ତି। ସେହିପରି ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି […]
ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୦୨:ସୋମବାର ରାକ୍ଷୀ ପୂର୍ଣ୍ଣିମା । ଖାଲି ମଣିଷ ନୁହଁନ୍ତି ଭଗବାନ ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ରାକ୍ଷୀ ତିଆରି କରି ଯୋଗାଇ ଦେଇଥାନ୍ତି । ଶ୍ରୀମନ୍ଦିରର ପାଟରା ବିଶୋୟୀ ସେବାୟତ ଏବର୍ଷ ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରୁଛନ୍ତି […]
ଶେଷ ହେଲା ୩ରଥର ୪ନାହାକା କାର୍ଯ୍ୟ
Published On
By Samaya Live
Reported by Nrushingha Charan Mohanty ପୁରୀ,୨୩ା୫(ସବ୍ୟୁ):ଶନିବାର ରଥଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରତିଦିନ ପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଆଜି ସୁଦ୍ଧା ୩ରଥର ଚାରି ନାହାକା କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ୧୧ଟି ଚକର କାର୍ଯ୍ୟ ଶେଷ ହୋଇ ଅନ୍ୟ ୨ଟି ଚକ ମଧ୍ୟରୁ ଗୋଟିକରେ ପହି ବିନ୍ଧା କାର୍ଯ୍ୟ ଚାଲିଛି । ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।ତାଳଧ୍ୱଜ ରଥ ଓ […]
ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ନୃସିଂହ ଜନ୍ମନୀତି
Published On
By Samaya Live
ପୁରୀ(ସବୁ୍ୟ): 07/05: ପାରମ୍ପରିକ ବିଧିବିଧାନ ଅନୁଯାୟୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି ସଂପନ୍ନ ହୋଇଛି । ବୁଧବାର ଯାତଭୋଗ ଶେଷ ହେବାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ ଓ ସରସ୍ୱତୀ ଚନ୍ଦନ ଯାତ୍ରା ପାଇଁ ବିମାନ ଓ ପାଲିଙ୍କିରେ ବିଜେ କରିଥିଲେ । ପରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଉଠିଥିଲା । ମନ୍ଦିର ଭିତରେ ଚାପ ଖେଳ ସାରି ଦିଅଁ ଫେରିବା ପରେ ପାଳିଆ ପୂଜାପଣ୍ଡା ଘଣ୍ଟ, ଛତା, କାହାଳୀ […]

