SREE MANDIRA
ଜିଲ୍ଲା 

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି ପୁରୀ: ଜୁନ ୧୧: ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣି ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ । ସକାଳ ଧୂପ ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରି ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି । ଏହା ପରେ ବିମାନ ବଡୁସେବକ ମହାପ୍ରଭୁଙ୍କୁ ପାଲିଙ୍କିରେ ନେଇ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି । ସେଠାରେ ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ […]
Read More...
ଓଡ଼ିଶା 

ରଥ ନଚଢିବାକୁ ଦଇତାପତି ନେବେ ୫୭ ଲକ୍ଷ ୬୦ ହଜାର ଟଙ୍କା

ରଥ ନଚଢିବାକୁ ଦଇତାପତି ନେବେ ୫୭ ଲକ୍ଷ ୬୦ ହଜାର ଟଙ୍କା ଭୁବନେଶ୍ୱର: ମଇ ୩୦: ରଥ ନଚଢିବାକୁ ଦଇତାପତିଙ୍କୁ ଦିଆଯିବ ୫୭ ଲକ୍ଷ ୬୦ ହଜାର ଟଙ୍କା । ରଥଯାତ୍ରାରେ ପ୍ରାୟ ଅନେକ ସେବାୟତ ରଥରେ ଟଢିଯାନ୍ତି । ଫଳରେ ସାଧାରଣ ଲୋକଙ୍କ ଶ୍ରୀଜିଉ ଦର୍ଶନରେ ବାଧା ପହଁଚିଥାଏ । ତେବେ ସେଥିପାଇଁ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତିଙ୍କୁ ପ୍ରାପ୍ୟ ବାବଦରେ ଦିଆଯିବ ୨ ଲକ୍ଷ ୪୦ ହଜାର ଟଙ୍କା । ରଥଯାତ୍ରାକୁ ଆଉ ଅଳ୍ପ ଦିନ […]
Read More...

Advertisement