sraban purnima
Feature 

ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ

ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଓଡ଼ିଶା ଏକ କଳା,ସଂସ୍କୃତି,ଐତିହ୍ୟ ପରମ୍ପରା ସମ୍ପନ୍ନ ରାଜ୍ୟ । ଓଡ଼ିଶାର ଅନ୍ୟଏକ ପାରମ୍ପରିକ ପର୍ବ ହେଲା ଗହ୍ମା ପୂର୍ଣ୍ଣିମା ଓ ରାଖି ପୂର୍ଣ୍ଣିମା । ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାଖି ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ଓଡ଼ିଶାର ସବୁଆଡ଼େ […]
Read More...
Feature 

ଶ୍ରାବଣର ବିଶେଷ ପର୍ବ – ଝୁଲଣ ଉତ୍ସବ

ଶ୍ରାବଣର ବିଶେଷ ପର୍ବ – ଝୁଲଣ ଉତ୍ସବ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ । ଦ୍ୱୀପହର ଧୂପ ବଢିବା ପରେ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରନ୍ତି । ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ମୁକ୍ତିମଣ୍ଡପରେ ସଜ୍ଜିତ ସ୍ୱତନ୍ତ୍ର ଝୁଲଣ କୁଞ୍ଜକୁ ବିଜେ କରନ୍ତି । ଏହି କୁଞ୍ଜରେ ଝୁଲିବା ସହିତ ଶୀତଳ ଭୋଗ ସାରି ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ଶ୍ରୀଦେବୀ ଓ ଭୂଦେବୀ […]
Read More...

Advertisement