ବିବାଦ ଘେରରେ ବିଶ୍ୱକପ୍
ଭିସା ଓ ଯାତାୟାତ ସମସ୍ୟା: ସୋମାଲିଆର ରେଫରୀ ଓମାର ଅବଦୁଲକାଦିର ଆର୍ଟାନଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିନଥିଲା ।
ଟିକେଟ୍ ମୂଲ୍ୟ ବୃଦ୍ଧି: ଡାଇନାମିକ୍ ପ୍ରାଇସିଂ ଯୋଗୁ ଫାଇନାଲ୍ ମ୍ୟାଚ୍ ଟିକେଟ୍ ମୂଲ୍ୟ ୨,୦୩୦ରୁ ୬,୩୭୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଫ୍ୟାନ୍ସ ସଂଘଗୁଡ଼ିକ ଏହାର କଡ଼ା ବିରୋଧ କରିଥିଲେ ।
ଟ୍ରମ୍ପ୍ଙ୍କ ହସ୍ତକ୍ଷେପ: ଆମେରିକୀୟ ଖେଳାଳି ଫୋଲାରିନ୍ ବାଲୋଗାନ୍ଙ୍କ ରେଡ୍ କାର୍ଡ ବ୍ୟାନକୁ ଫିଫା ସସପେଣ୍ଡ କରିବା ନିଷ୍ପତ୍ତି ପଛରେ ଟ୍ରମ୍ପ୍ଙ୍କ ଚାପ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ୟୁଏଫ୍ଏ ଓ ବେଲଜିୟମ୍ ଫୁଟବଲ୍ ଆସୋସିଏସନ୍ ଖୋଲାଖୋଲି କ୍ଷୋଭ ପ୍ରକାଶ କରିଥିଲେ ।
Tags:




