ମହିଳା ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ : ଅକ୍‌ଟୋର ୭ରେ ଭାରତ-ପାକ ଲଢ଼େଇ

କ୍ୱାଲାଲମ୍ପୁର : ଆସନ୍ତା ମାସରେ ବାଂଲାଦେଶରେ ଆରମ୍ଭ ହେବାକୁ ଥିବା ମହିଳା ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ସୂଚୀ ମଙ୍ଗଳବାର ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଜୟ ଶାହ ଘୋଷଣା କରିଛନ୍ତି । ୭ ଦଳକୁ ନେଇ ଏହି ପ୍ରତିଯୋଗିତା ଅକେଫାବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅକେଫାବର ୭ ତାରିଖରେ ଖେଳିବ । ଉଦ୍‌ଘାଟନୀ ଦିବସରେ ଶ୍ରୀଲଙ୍କା ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ । ଏହା […]

Samaya Live Picture
Published On

କ୍ୱାଲାଲମ୍ପୁର : ଆସନ୍ତା ମାସରେ ବାଂଲାଦେଶରେ ଆରମ୍ଭ ହେବାକୁ ଥିବା ମହିଳା ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ ସୂଚୀ ମଙ୍ଗଳବାର ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଜୟ ଶାହ ଘୋଷଣା କରିଛନ୍ତି ।

 ମହିଳା ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ : ଅକ୍‌ଟୋର ୭ରେ ଭାରତ-ପାକ ଲଢ଼େଇ

୭ ଦଳକୁ ନେଇ ଏହି ପ୍ରତିଯୋଗିତା ଅକେଫାବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅକେଫାବର ୭ ତାରିଖରେ ଖେଳିବ । ଉଦ୍‌ଘାଟନୀ ଦିବସରେ ଶ୍ରୀଲଙ୍କା ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ । ଏହା ପରେ ୩ରେ ମାଲେସିଆ, ୪ରେ ୟୁଏଇ, ୮ରେ ବାଂଲାଦେଶ ଏବଂ ୧୦ରେ ଥାଇଲାଣ୍ଡ ବିପକ୍ଷରେ ଖେଳିବ ।

 ମହିଳା ଟେ୍ୱଣ୍ଟି-୨୦ ବିଶ୍ୱକପ୍‌ : ଅକ୍‌ଟୋର ୭ରେ ଭାରତ-ପାକ ଲଢ଼େଇ

ରାଉଣ୍ଡ ରବିନ୍‌ ଭିତ୍ତିରେ ଏହି ପ୍ରତିଯୋଗିତା ଖେଳାଯିବ । ଶ୍ରେଷ୍ଠ ୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଏଥିରେ ଭାରତ, ପାକିସ୍ତାନ, ଆୟୋଜକ ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଥାଇଲାଣ୍ଡ ଓ ମାଲେସିଆ ଭାଗ ନେବେ ।