ଆଜି ଅନ୍ତର୍ଜାତୀୟ ଅଲମ୍ପିକ ଦିବସ
ପ୍ରତିବର୍ଷ ଜୁନ୍ ମାସ ୨୩ ତାରିଖକୁ ଅନ୍ତର୍ଜାତୀୟ ଅଲମ୍ପିକ୍ ଦିବସ (ଦୌଡ) ରୂପେ ପାଳନ କରାଯାଏ । ୧୯୪୮ ମସିହାରେ ପ୍ରଥମ ଥର ପାଇଁ ଏହି ଦିବସକୁ ପାଳନ କରାଯାଇଥିଲା । ଅଲିମ୍ପିକ୍ସ ହେଉଛି ବିଶ୍ୱର ସର୍ବବୃହତ୍ ଅନ୍ତର୍ଜାତୀୟ ମଲଫି ସ୍ପୋର୍ଟ ଇଭେଣ୍ଟ୍, ଯାହା ପ୍ରତି ଚାରି ବର୍ଷରେ ଥରେ ଲେଖାଏଁ ଅନୁଷ୍ଠିତ ହୁଏ । ଏହା ଅନ୍ତର୍ଗତ ବିଭିନ୍ନ ଦେଶର ହଜାର ହଜାର ଖେଳାଳି ବିଭିନ୍ନ ଖେଳରେ ଅଂଶଗ୍ରହଣ କରନ୍ତି । ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ […]
ପ୍ରତିବର୍ଷ ଜୁନ୍ ମାସ ୨୩ ତାରିଖକୁ ଅନ୍ତର୍ଜାତୀୟ ଅଲମ୍ପିକ୍ ଦିବସ (ଦୌଡ) ରୂପେ ପାଳନ କରାଯାଏ । ୧୯୪୮ ମସିହାରେ ପ୍ରଥମ ଥର ପାଇଁ ଏହି ଦିବସକୁ ପାଳନ କରାଯାଇଥିଲା । ଅଲିମ୍ପିକ୍ସ ହେଉଛି ବିଶ୍ୱର ସର୍ବବୃହତ୍ ଅନ୍ତର୍ଜାତୀୟ ମଲଫି ସ୍ପୋର୍ଟ ଇଭେଣ୍ଟ୍, ଯାହା ପ୍ରତି ଚାରି ବର୍ଷରେ ଥରେ ଲେଖାଏଁ ଅନୁଷ୍ଠିତ ହୁଏ । ଏହା ଅନ୍ତର୍ଗତ ବିଭିନ୍ନ ଦେଶର ହଜାର ହଜାର ଖେଳାଳି ବିଭିନ୍ନ ଖେଳରେ ଅଂଶଗ୍ରହଣ କରନ୍ତି । ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଚତୁର୍ଥ ଶତାବ୍ଦୀ ଏଡି ପର୍ଯ୍ୟନ୍ତ ଅଲମ୍ପିଆରେ ଅନୁଷ୍ଠିତ ଗ୍ରୀକ୍ର ପ୍ରାଚୀନ ଅଲମ୍ପିକ୍ ଗେମ୍ସରୁ ଅନୁପ୍ରେରିତ ହୋଇ ମଡର୍ଣ୍ଣ ଅଲମ୍ପିକ୍ ଗେମ୍ସ ଖେଳାଯାଇଥିଲା ।




