sports news
ଖେଳ 

ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପକୁ କ୍ୟାବିନେଟ୍‌ ମଞ୍ଜୁରି

ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପକୁ କ୍ୟାବିନେଟ୍‌ ମଞ୍ଜୁରି ଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ୧୧ରୁ ୩୦ ଅକେଫାବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମଥର […]
Read More...
ଖେଳ 

ଅନ୍ତର୍ଜାତୀୟ କ୍ରିକେଟକୁ ମୋର୍ଗାନଙ୍କ ବାଏ ବାଏ

ଅନ୍ତର୍ଜାତୀୟ କ୍ରିକେଟକୁ ମୋର୍ଗାନଙ୍କ ବାଏ ବାଏ ଦିଲ୍ଲୀ: ଜୁନ୍‌ ୩୦: ସରିଗଲା ଇଓନ ମୋର୍ଗାନ ଯୁଗ । ଆଉ ଇଂଲଣ୍ଡ ପାଇଁ ସେ ଖେଳିବେନି । କାରଣ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା । ହେଲେ ଏବେ ଆଉ ତାଙ୍କ ଇଂଲଣ୍ଡର ଜର୍ସିରେ ଦେଖିବାକୁ ମିଳିବ ନାହିଁ । ୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ […]
Read More...
ଖେଳ 

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତ ଭୁବନେଶ୍ୱର : ଇଲେକଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୁଇଦିନିଆ ଗୁଜୁରାଟ ଗସ୍ତରେ ଯାଇ ଆଜି କେଭେଡ଼ିଆ ଠାରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ପକ୍ଷରୁ ପ୍ରତିନିଧିିବ କରିବେ । ଏହି କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶା କିପରି ଭାବେ ଆଗେଇ ନେଇଛି ସେ […]
Read More...
ଖେଳ 

ଲଡ୍‌ର୍ସ ଟେଷ୍ଟ: ନୁ୍ୟଜିଲାଣ୍ଡ ଅଗ୍ରଣୀ

ଲଡ୍‌ର୍ସ ଟେଷ୍ଟ:  ନୁ୍ୟଜିଲାଣ୍ଡ ଅଗ୍ରଣୀ ଲଡ୍‌ର୍ସ: ଲଡ୍‌ର୍ସ ଟେଷ୍ଟରେ ନୁ୍ୟଜିଲାଣ୍ଡର ସ୍ଥିତି ମଜଭୁତ ରହିଛି । ପ୍ରଥମ ଇନିଂସରେ ନୁ୍ୟଜିଲାଣ୍ଡ ୧୩୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ବେଳେ ଇଂଲଣ୍ଡ ୧୪୧ ରନ୍‌ରେ ସୀମିତ ରହିଥିଲା । ଦ୍ୱିତୀୟ ଦିବସ ଚା’ ପାନ ବିରତି ସୁଧା ନୁ୍ୟଜିଲାଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୪୩ ଓଭରରେ ୪ ୱିକେଟ୍‌ ହରାଇ ୧୨୮ ରନ୍‌ କରିଛି । ନୁ୍ୟଜିଲାଣ୍ଡ ୧୧୯ ରନ୍‌ର ମହତପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ମ୍ୟାଚ୍‌ର ଫଳାଫଳ ସୁନିଶ୍ଚିତ […]
Read More...
ଖେଳ 

ଫ୍ରେଞ୍ଚ ଓପନ: ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ

ଫ୍ରେଞ୍ଚ ଓପନ: ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ ପ୍ୟାରିସ : ବିଶ୍ୱର ଖ୍ୟାତନାମା ପୁରୁଷ ଟେନିସ୍‌ ଖେଳାଳି ରାଫେଲ ନାଡ଼ାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲରେ ୧୩ଥର ଫ୍ରେଞ୍ଚ ଓପନ ବିଜେତା ନାଡ଼ାଲ ୪ ସେଟ୍‌ ବିଶିଷ୍ଟ ମ୍ୟାଚ୍‌ରେ ନୋଭାକ୍‌ ଜୋକୋଭିକ୍‌ଙ୍କୁ ଧରାଶାୟୀ କରିଥିଲେ । ଏହି ମ୍ୟାଚରେ ନାଡ଼ାଲ ୬-୨, ୪-୬, ୬-୨, ୭-୬ ସେଟ୍‌ରେ ବିଜୟୀ ହୋଇଛନ୍ତି । ମ୍ୟାଚ୍‌ ଜିତିବା […]
Read More...
ଖେଳ 

ୱାନଡେ ସିରିଜ୍‌ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍‌ଟିମାଟମ୍‌

ୱାନଡେ ସିରିଜ୍‌ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍‌ଟିମାଟମ୍‌ ଦିଲ୍ଲୀ: ଡିସେମ୍ବର ୦୯: ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ହାରିବା ପରେ ଦଳରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା । କୋହଲି ନିଜ ତରଫରୁ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ହେଲେ ଏହାରି ମଧ୍ୟରେ ବିସିସିଆଇ କମିଟି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । କମିଟି କୋହଲିଙ୍କ ହାତରୁ ୱାନଡେ ସିରିଜ୍‌ ବା ଦିନିକିଆ ଅଧିନାୟକ ପଦ ଛଡ଼ାଇ ନେଇଛି । ଦଳ ଖରାପ ପଦର୍ଶନ କରିବାରୁ […]
Read More...
ଖେଳ 

ଆଉ ଏକ ପଦକ ପାଇଲା ଭାରତ: ସୁଟିଂରେ ବ୍ରୋଞ୍ଜ ଆଣିଲେ ସିଂହରାଜ

ଆଉ ଏକ ପଦକ ପାଇଲା ଭାରତ: ସୁଟିଂରେ ବ୍ରୋଞ୍ଜ ଆଣିଲେ ସିଂହରାଜ ଦିଲ୍ଲୀ: ଅଗଷ୍ଟ ୩୧: ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଖେଳାଳୀ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ଭାରତର ଗୌରବ ବଢ଼ାଇଉଛନ୍ତି । ଆଜି ପୁରୁଷ ସୁଟିଂରେ ସିଂହରାଜ ଅଧାନା ନିଜର ପ୍ରତିଭା ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ଏସ୍‌ଏଫ୍‌-୧ ଇଭେଣ୍ଟରେ ୨୧୬.୮ ସ୍କୋର କରି ଏହି ସଫଳତା ପ୍ରାପ୍ତ କରିଛନ୍ତି । ଏହାସହ ସୁଟିଂ ଖେଳରେ ଭାରତ ଦ୍ୱିତୀୟ ପଦକ ପାଇଛି । ଫାଇନାଲ୍‌ ଇଭେଣ୍ଟରେ ଚୀନ୍‌ର ଦୁଇ […]
Read More...
ଖେଳ 

ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ

ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ଦିଲ୍ଲୀ: ଅଗଷ୍ଟ ୭: ପୁରୁଷ ଫ୍ରିଷ୍ଟାଲ କୁସ୍ତିରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ବଜରଙ୍ଗ ଆଜି କାଜାକସ୍ତାନ ଖେଳାଳୀ ଦୌଲେତ ନିୟାଜ ବେକୋଙ୍କୁ ୮-୦ରେ ପରାସ୍ତ କରିଛନ୍ତି । ୬୫ କିଲୋ ବର୍ଗର କୁସ୍ତିର ସେମିରେ ଆଜରବରଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ପଏଣ୍ଟରେ ବଜରଙ୍ଗ ହାରିଥିଲେ । ତେବେ ଆଜି ସେ ଉତ୍ସାହପୂର୍ଣ୍ଣ ଖେଳ ଖେଳି ପଦକ ଜିତିଛନ୍ତି । ପ୍ରି-କ୍ୱାର୍ଟର ଫାଇନାଲରେ ବଜରଙ୍ଗ କିର୍ଗିସ୍ତାନ ଖେଳାଳୀ […]
Read More...
ଖେଳ 

ମହିଳା ଗଲ୍‌ଫରେ ପଦକ ଆଶା ମଉଳିଲା

ମହିଳା ଗଲ୍‌ଫରେ ପଦକ ଆଶା ମଉଳିଲା ଦିଲ୍ଲୀ: ଅଗଷ୍ଟ ୭: ମହିଳା ସିଙ୍ଗଲ ଗଲ୍‌ଫ ଖେଳରେ ଭାରତୀୟ ଖେଳାଳୀ ଆଦିତି ଅଶୋକ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତକାଲି ଶେଷ ହୋଇଥିବା ତୃତୀୟ ରାଉଣ୍ଡରେ ଆଦିତି ଭଲ ପଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଆଜିର ଚତୁର୍ଥ ରାଉଣ୍ଡରେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଜି ରାଉଣ୍ଡରେ ସେ ଭଲ ପଦର୍ଶନ କରି ଭାରତୀୟପ୍ରେମୀଙ୍କ ମନ ଜିଣି ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ […]
Read More...
ଖେଳ 

ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ

ଭାରତର ମହିଳା ହକିରେ ବ୍ରୋଞ୍ଜ ପଦକର ଆଶା ମଉଳିଲା, ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପରାସ୍ତ ହେଲା ଦଳ ଦିଲ୍ଲୀ: ଅଗଷ୍ଟ ୬: ଆଜି ହୋଇଥିବା ହକି ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇ ନିଜ ଅଭିଯାନ ଟୋକିଓ ଅଲମ୍ପିକ୍ସ ମହାସମରରୁ ଶେଷ କରିଛି । ୪-୩ ଗୋଲ୍‌ରେ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଗ୍ରେଟ ବ୍ରିଟେନ୍‌ ଭାରତକୁ ପରାସ୍ତ କରିଛି । ଏହାସହ ଭାରତୀୟ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଭଲ ପଦର୍ଶନ କରି ବ୍ରୋଞ୍ଜ ପଦକ ସକାଶେ ଖେଳିଥିଲେ । ଖେଳ […]
Read More...
ଖେଳ 

ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ପାଇଛି ଅଲମ୍ପିକ୍ସରେ ପଦକ

ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ପାଇଛି ଅଲମ୍ପିକ୍ସରେ ପଦକ ଭୁବନେଶ୍ୱର: ଅଗଷ୍ଟ ୫: ପ୍ରାୟ ଚାରି ଦଶକର ଅପେକ୍ଷା ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ୍ସରେ ପଦକ ହାସଲ କରି ଇତିହାସ ରଚିଛି । ୧୯୮୦ ମସିହାରେ ହକି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରଠାରୁ ଭାରତ ହକିରେ ପଦକ ହାସଲ କରିପାରିନଥିଲା । ଭାରତୀୟ ହକି ଦଳ ଅଲମ୍ପିିକ୍ସରେ ପୂର୍ବରୁ ୮ ଥର ସ୍ୱର୍ଣ୍ଣ ପଦକ, ୨ ଥର ବ୍ରୋଞ୍ଜ ଏବଂ ଥରେ ରୌପ୍ୟ ପଦକ ଜିତି ସାରିଥିଲବେଳେ ଚଳିତ ବର୍ଷର ପଦକ […]
Read More...
ଖେଳ 

ଫାଇନାଲ୍‌କୁ ପହଞ୍ଚିପାରିଲାନି ଭାରତୀୟ ପୁରୁଷ ହକି ଦଳ, ତଥାପି ପଦକ ଆଶା ରହିଛି

ଫାଇନାଲ୍‌କୁ ପହଞ୍ଚିପାରିଲାନି ଭାରତୀୟ ପୁରୁଷ ହକି ଦଳ, ତଥାପି ପଦକ ଆଶା ରହିଛି ଦିଲ୍ଲୀ: ଅଗଷ୍ଟ ୩: ଟୋକିଓ ଅଲମ୍ପିକ୍ସରେ ଆଜି ସକାଳ ୭ଟାରେ ଖେଳାଯାଇଥିବା ପୁରୁଷ ହକି ସେମିଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଯାଇଛି । ଭାରତର ଫାଇନାଲରେ ଖେଳିବା ଆଶା ମଉଳିଯାଇଛି । ସେମିଫାଇନାଲ୍‌ ମ୍ୟାଚ୍‌ରେ ବେଲଜିୟମ୍‌ ସହ ଖେଳି ଭାରତୀୟ ଦଳ ୨-୫ ରେ ପରାସ୍ତ ହୋଇଛି । ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳି ଯାଇଥିଲେ ମଧ୍ୟ ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ଅନ୍ୟପକ୍ଷରେ ଅଗଷ୍ଟ ୫ […]
Read More...

Advertisement