ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ ସିରିଜ୍‍ ଅକ୍ତିଆର କଲା ଭାରତ

 ସମୟ ଲାଇଭ୍‍,୨୨/୧୦ :ଦୀପାବଳି ଅବସରରେ ଭାରତୀୟ କ୍ରିକ୍ରେଟ ଦଳ ପକ୍ଷରୁ ଦେଶବାସୀଙ୍କୁ ମିଳିଛି ଅପୂର୍ବ ବିଜୟର ଭେଟି। ରାଞ୍ଚିରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ୨୦୨ ରନରେ ହରାଇ ସିରିଜ କ୍ଲିନ୍‍ ସ୍ୱିପ୍‍ କରିଛି ଭାରତୀୟ ଦଳ। ଗତକାଲି ଅସମାପ୍ତ ୧୩୨ ରନରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ୧୩୩ ରନରେ ଅଲଆଉଟ ହୋଇଥିଲେ। ତେବେ ଏଥିରେ ଭାରତୀୟ ଦଳ ବିରାଟ ବିଜୟ ହାସଲ କରିବାରେ ସଫଳ ହୋଇଛି। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ […]

Samaya Live Picture
Published On

 ସମୟ ଲାଇଭ୍‍,୨୨/୧୦ :ଦୀପାବଳି ଅବସରରେ ଭାରତୀୟ କ୍ରିକ୍ରେଟ ଦଳ ପକ୍ଷରୁ ଦେଶବାସୀଙ୍କୁ ମିଳିଛି ଅପୂର୍ବ ବିଜୟର ଭେଟି। ରାଞ୍ଚିରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ୨୦୨ ରନରେ ହରାଇ ସିରିଜ କ୍ଲିନ୍‍ ସ୍ୱିପ୍‍ କରିଛି ଭାରତୀୟ ଦଳ। ଗତକାଲି ଅସମାପ୍ତ ୧୩୨ ରନରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ୧୩୩ ରନରେ ଅଲଆଉଟ ହୋଇଥିଲେ। ତେବେ ଏଥିରେ ଭାରତୀୟ ଦଳ ବିରାଟ ବିଜୟ ହାସଲ କରିବାରେ ସଫଳ ହୋଇଛି।

ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ ସିରିଜ୍‍ ଅକ୍ତିଆର କରିଛି ଏହି ଦଳ।

Tags: