ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ରୋହିତ ଅଧିନାୟକ
ସମୟ ଲାଇଭ,୨୪/୧୦: ଦକ୍ଷିଣ ଆଫ୍ରକା ସିରିଜ ଶୃଙ୍ଖଳା ଜିତିବା ପରେ ଏବେ ଇଣ୍ଡିଆର ନଜର ପଡୋଶି ବାଂଲାଦେଶ ଉପରେ। ଏଥିପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ହିଟ୍ ମ୍ୟାନ ରୋହିତଙ୍କ କାନ୍ଧରେ ଏଥର କ୍ୟାପଟେନ ଭାର ଦେଇଛି ଟମ୍ ଇଣ୍ଡିଆ। ଆସନ୍ତା ନଭେମ୍ବର ୩ ତାରିଖରୁ ବଂଲାଦେଶ ବିରୋଧରେ ହେବାକୁ ଯାଉଛି ୩ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ। ଭାରତୀୟ ଦଳ,ରୋହିତ ଶର୍ମା,(ଅଧିନାୟକ),ଶିଖର ଧାୱନ,ଲୋକେଶ ରାହୁଲ,ସଞ୍ଜୁ ସାମସନ,ଶ୍ରେସ ଆୟାର,ମନିଷ୍ […]
ସମୟ ଲାଇଭ,୨୪/୧୦: ଦକ୍ଷିଣ ଆଫ୍ରକା ସିରିଜ ଶୃଙ୍ଖଳା ଜିତିବା ପରେ ଏବେ ଇଣ୍ଡିଆର ନଜର ପଡୋଶି ବାଂଲାଦେଶ ଉପରେ। ଏଥିପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ହିଟ୍ ମ୍ୟାନ ରୋହିତଙ୍କ କାନ୍ଧରେ ଏଥର କ୍ୟାପଟେନ ଭାର ଦେଇଛି ଟମ୍ ଇଣ୍ଡିଆ। ଆସନ୍ତା ନଭେମ୍ବର ୩ ତାରିଖରୁ ବଂଲାଦେଶ ବିରୋଧରେ ହେବାକୁ ଯାଉଛି ୩ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ।

ଭାରତୀୟ ଦଳ,ରୋହିତ ଶର୍ମା,(ଅଧିନାୟକ),ଶିଖର ଧାୱନ,ଲୋକେଶ ରାହୁଲ,ସଞ୍ଜୁ ସାମସନ,ଶ୍ରେସ ଆୟାର,ମନିଷ୍ ପାଣ୍ଡେ,ଋଷଭ ପନ୍ଥ,ୱାସିଙ୍ଗଟନ ସୁନ୍ଦର,କ୍ରୁନାଲ ପାଣ୍ଡ୍ୟା,ଯୁଜବେନ୍ଦ୍ର ଚହଲ,ରାହୁଲ ଚହର,ଦୀପକ ଚହର,ଖଲିଳ ଅହମ୍ମଦ, ଶୁଭମ୍ ଦୁବେ ଓ ସାର୍ଦ୍ଦୁଲ ଠାକୁର। ଦେବେ ଦିନିକିଆ ଅଧିନାୟକ ବିରାଟ କୋହୋଲିଙ୍କୁ ଏହି ସିରିଜ ପାଇଁ ବିଶ୍୍ରାମ ଦିଆଯାଇଛି।
Tags:




