ଆଇପିଏଲ ୨୦୨୦ ଦ୍ୱିଲ୍ଲୀ ପକ୍ଷରୁ ଖେଳିବେ ରାହାଣେ

ସମୟ ଲାଇଭ,୧୪/୧୧: ଆଇପିଏଲର ୨୦୨୦ସଂସ୍କରଣ ପାଇଁ ଅଭିଜ୍ଞ ଖେଳାଳୀ ଆଜିଙ୍କ୍ୟା ରାହାଣେ ଏଥର ଦ୍ୱିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳୀ ଟ୍ରେଡିଂ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି। ରାଜସ୍ତାନ ପକ୍ଷରୁ ଖେଳୁଥିବା ରାହାଣେ ଏଥର କିନ୍ତୁ ଦ୍ୱିଳ୍ଲୀ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ରାହୁଲ ତେୱାତିଆଙ୍କୁ ରିଲିଜ୍ କରିଛି। ରାହାଣେ ୨୦୧୧ରୁ ୨୦୧୫ ପର୍ୟ୍ୟନ୍ତ ଏବଂ ପୁଣି ୨୦୧୮ […]

Samaya Live Picture
Published On

ସମୟ ଲାଇଭ,୧୪/୧୧: ଆଇପିଏଲର ୨୦୨୦ସଂସ୍କରଣ ପାଇଁ ଅଭିଜ୍ଞ ଖେଳାଳୀ ଆଜିଙ୍କ୍ୟା ରାହାଣେ ଏଥର ଦ୍ୱିଲ୍ଳୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳୀ ଟ୍ରେଡିଂ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି। ରାଜସ୍ତାନ ପକ୍ଷରୁ ଖେଳୁଥିବା ରାହାଣେ ଏଥର କିନ୍ତୁ ଦ୍ୱିଳ୍ଲୀ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ରାହୁଲ ତେୱାତିଆଙ୍କୁ ରିଲିଜ୍ କରିଛି। ରାହାଣେ ୨୦୧୧ରୁ ୨୦୧୫ ପର୍ୟ୍ୟନ୍ତ ଏବଂ ପୁଣି ୨୦୧୮ ଓ ୨୦୧୯ ସିଜନରେ ରାଜସ୍ଥାନ ଟିମର ପ୍ରତିନିଧିତ୍ୱ କରିଥିଲେ। ରାହାଣେଙ୍କ ପରେ ଦିଲ୍ଲୀ ଟିମ୍ ମାର୍କଣ୍ଡେ ଓ ତେୱାତିଆକୁ ରୟାଲ୍ସକୁ ଟ୍ରେଡ୍ କରିଛି। ମାର୍କଣ୍ଡେ ମୁମ୍ବାଇ ଇଣ୍ଡିଆନ୍ସରୁ ଦିଲ୍ଲୀ ଟ୍ରାନ୍ସଫର୍ ହୋଇଥିଲେ । କିନ୍ତୁ ଏବେ ତାଙ୍କୁ ରୟାଲ୍ସ ଟିମକୁ ଟ୍ରାନ୍ସଫର୍ କରାଯାଇଛି।

 

Tags: