ଭାରତ ପାଇଁ ରୈାପ୍ୟ ଆଣିଲେ ପୂଜା ଗେହେଲଟ
ସମୟ ଲାଇଭ,୧/୧୧: ଅଣ୍ଡର ୨୩ ୱାର୍ଲ୍ଡ ରେସଲିଙ୍ଗ୍ ଚାମ୍ପିୟାନସିପ୍ ରେ ଭାରତ ପାଇଁ ଗୌରବ ଆଣିଛନ୍ତି ସୁନା ଝିଅ ପୂଜା ଗେହେଲଟ। ଫଇନାଲରେ ୫୩ କେଜି ବର୍ଗରେ ଭାଗ ନେଇଥିବା ପୂଜା ଜାପାନର ହାରୁନା ଉକୁନୋଙ୍କୁ ଭେଟିଥିଲେ। ତେବେ ୨୦୧୭ ବିଶ୍ୱ ବିଜେତା ହାରୁନାଙ୍କ ଠାରୁ ପୂଜାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ହାରୁନା ତାଙ୍କୁ ସିଧାସଳଖ ୨-୦ରେ ପରାସ୍ତ କରି ପୁଣିଥରେ ୫୩ କେଜି ବର୍ଗରେ ବଶ୍ୱ ଚାମ୍ପିୟନ ହୋଇଛନ୍ତି।

Tags: