ଏଣିକି ଆଇପିଏଲ ମ୍ୟାଚ ପୂର୍ବରୁ ଗାନ ହେବ ଜାତୀୟ ସଂଙ୍ଗୀତ
ସମୟ ଲାଇଭ,୭/୧୧: ଚଳିତ ବର୍ଷ ଆଇପିଏଲ ଖେଳ ପଇଁ ଆରମ୍ଭ ହୋଇଗଲାଣୀ ପ୍ରସ୍ତୁତି। ତେବେ ୨୦୨୦ ଆଇପିଏଲରେ ଏକାଧିକ ପରିବର୍ତ୍ତନ ପାଇଁ ବିସିସିଆଇ ଯୋଜନା କରିଛି। ଏହିକ୍ରମରେ ପ୍ରତି ମ୍ୟାଚ୍ ପୂର୍ବରୁ ଭାରତର ଜାତୀୟ ସଂଗୀତ ଗାନ କରିବା ପାଇଁ ଏବେ ଦାବି ଆରମ୍ଭ ହୋଇଛି।

Tags: