ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ମୟଙ୍କ ଅଗ୍ରୱାଲଙ୍କ ଦମଦାର ଶତକ

ସମୟ ଲାଇଭ,୧୫/୧୧:ଇନ୍ଦୋରଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ମୟଙ୍କ ଅଗ୍ରୱାଲ ହାସଲ କରିଛନ୍ତି। ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ଓ୍ଵିକେଟ୍ ହରାଇ ୮୬ ରନ କରିଥିଲା। ଦଳ ରୋହିତ ଶର୍ମା(୧)ଙ୍କ ରୂପେ ଏକ ମାତ୍ର ଓ୍ଵିକେଟ୍ ହରାଇଥିଲା। ଓପନର ମୟଙ୍କ ଅଗ୍ରଓ୍ଵାଲ(୩୭) ଓ ଚେତେଶ୍ଵର ପୂଜାରା(୪୩) […]

Samaya Live Picture
Published On

ସମୟ ଲାଇଭ,୧୫/୧୧:ଇନ୍ଦୋରଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ମୟଙ୍କ ଅଗ୍ରୱାଲ ହାସଲ କରିଛନ୍ତି। ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର ୧୫୦ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ଓ୍ଵିକେଟ୍ ହରାଇ ୮୬ ରନ କରିଥିଲା। ଦଳ ରୋହିତ ଶର୍ମା(୧)ଙ୍କ ରୂପେ ଏକ ମାତ୍ର ଓ୍ଵିକେଟ୍ ହରାଇଥିଲା। ଓପନର ମୟଙ୍କ ଅଗ୍ରଓ୍ଵାଲ(୩୭) ଓ ଚେତେଶ୍ଵର ପୂଜାରା(୪୩) କ୍ରିଜରେ ଅପରାଜିତ ରହି ଆଜି ସକାଳେ ଖେଳ ଆରମ୍ଭ କରିଥିଲେ ।

Tags: