ମହିଳା ଏସିସି ଏମର୍ଜିଂ ଫାଇନାଲରେ ଭାରତ ବିଜୟୀ

ସମୟ ଲାଇଭ,୩୧/୧୦:  କଲମ୍ବୋରେ ଚାଲିଥିବା ମହିଳା ଏମର୍ଜିଂ ଏସିଆନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଯିମ ଆରୟୋଜକ ଶ୍ରୀଲଙ୍କାକୁ ଡିଏଲ ମେଥଡ଼ରେ ୧୪ ରନରେ ପରାସ୍ତ କରି ଚାମ୍ପଆନ ହୋଇଛି। ତନୁଜା କନୱର ଓ ଦେବୀକା ବୈଦ୍ୟଙ୍କ ଘାତକ ବୋଲିଂ ଆଗରେ ଆଣ୍ଠେଇ ପଡିଥିଲା ସଂହଳୀ ଟିମ।  ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଉଭରରେ ୯ୱିକେଟ ହରାଇ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା। ପ୍ରଥମ ଇଂନିସ ପରେ ବର୍ଷା ହେବାରୁ ୩୫ […]

Samaya Live Picture
Published On

ସମୟ ଲାଇଭ,୩୧/୧୦:  କଲମ୍ବୋରେ ଚାଲିଥିବା ମହିଳା ଏମର୍ଜିଂ ଏସିଆନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଯିମ ଆରୟୋଜକ ଶ୍ରୀଲଙ୍କାକୁ ଡିଏଲ ମେଥଡ଼ରେ ୧୪ ରନରେ ପରାସ୍ତ କରି ଚାମ୍ପଆନ ହୋଇଛି। ତନୁଜା କନୱର ଓ ଦେବୀକା ବୈଦ୍ୟଙ୍କ ଘାତକ ବୋଲିଂ ଆଗରେ ଆଣ୍ଠେଇ ପଡିଥିଲା ସଂହଳୀ ଟିମ।  ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଉଭରରେ ୯ୱିକେଟ ହରାଇ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା। ପ୍ରଥମ ଇଂନିସ ପରେ ବର୍ଷା ହେବାରୁ ୩୫ ଓଭରରେ ୧୫୦ ରନ ଲକ୍ଷ ନେଇ ପଡ଼ିଆକୁ ଓହ୍ଳାଇଥିବା ଶ୍ରୀଲଙ୍କା ଟିମ୍‍ ୩୪.୩ ଓଭରରେ ୧୩୫ ରନ କରି ଅଳଅ୍ଧମଙ୍କ ହୋଇଯାଇଥିଲା। ଭାରତ ପକ୍ଷରୁ ତନୁଜା କନୱର ଓ ଦେବୀକା ବୈଦ୍ୟ ୪ଟି ଲେଖାଁଏ ୱକେଯ ନେଇଥିଲେ। ଦମଦାର ବୋଲିଂ ପାଇଂ ଦେବୀକାଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

Tags: