ଟି ଟ୍ୱେଣ୍ଟିରେ ଭାରତର ରୋମାଞ୍ଚକର ବିଜୟ

ସମୟ ବ୍ୟୁରୋ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି ଟ୍ୱେଣ୍ଟି ସିରିଜରେ ଭାରତର ଚମତ୍କାର ବିଜୟ। ତିଳକ ବର୍ମାଙ୍କ ଜବରଦସ୍ତ ଇଂନିସ ଯୋଗୁଁ ଆଜି ଚେପକରେ ଖେଳାଯାଇଥିବା ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ। ୨ ୱିକେଟରେ ଇଂଲଣ୍ଡକୁ ହରାଇଲା ଭାରତ।୧୬୫ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିଲା ଭାରତ।୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତିଳକ ବର୍ମା ଅପରାଜିତ ୭୨ ରନ କରି ଦଳକୁ ବିଜୟ ଦେଇଥିଲେ। ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଦେଖିବାକୁ ମିଳିଥିଲା। […]

Samaya Live Picture
Published On

ସମୟ ବ୍ୟୁରୋ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି ଟ୍ୱେଣ୍ଟି ସିରିଜରେ ଭାରତର ଚମତ୍କାର ବିଜୟ। ତିଳକ ବର୍ମାଙ୍କ ଜବରଦସ୍ତ ଇଂନିସ ଯୋଗୁଁ ଆଜି ଚେପକରେ ଖେଳାଯାଇଥିବା ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ। ୨ ୱିକେଟରେ ଇଂଲଣ୍ଡକୁ ହରାଇଲା ଭାରତ।୧୬୫ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିଲା ଭାରତ।୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତିଳକ ବର୍ମା ଅପରାଜିତ ୭୨ ରନ କରି ଦଳକୁ ବିଜୟ ଦେଇଥିଲେ। ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ରୋମାଞ୍ଚ ଦେଖିବାକୁ ମିଳିଥିଲା। ପ୍ରତିପକ୍ଷ ଇଂଲଣ୍ଡ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା ବିଜୟ ହେବା ପାଇଁ କିନ୍ତୁ ତିଳକ ବର୍ମାଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଙ୍ଗ ଯୋଗୁଁ ଭାରତର ବିଜୟ ସହଜ ହୋଇଥିଲା। ତୃତୀୟ ଟି ଟ୍ୱେଣ୍ଟି ରାଜକୋଟ ଠାରେ ଖେଳାଯିବ।

Tags: