ଦେଶ କହୁଛି ହାପି ବାର୍ଥ ଡ଼େ ୟୁବି…

ସମୟ ଲାଇଭ୍‍,୧୨/୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜର ଅନନ୍ୟ ଛାପ ଛାଡ଼ିଥିବା ସିକ୍ସର କିଙ୍ଗ ଯୁବରାଜ ସିଂଙ୍କ ଆଜି ଜନ୍ମଦିନ। ୧୨୮୧ରେ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମିତ ଯୁବରାଜ କେବଳ କ୍ରୀଡ଼ାପ୍ରେମୀ ନୁହଁନ୍ତି ବରଂ ସାରା ଦେଶର ହୃଦୟରେ ରାଜ କରନ୍ତି। ଚଳିତ ବର୍ଷ ଯୁବରାଜ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଥିବାବେଳେ ସେ ହେଉଛନ୍ତି ଏପରି ଜଣେ କ୍ରିକେଟର ଯିଏ କି, ସର୍ବାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳିଛନ୍ତି। ମାତ୍ର ୧୫ ବର୍ଷ ବୟସରେ କେଳିବା ଆରମ୍ଭ କରିଥିବା […]

Samaya Live Picture
Published On

ସମୟ ଲାଇଭ୍‍,୧୨/୧୨: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜର ଅନନ୍ୟ ଛାପ ଛାଡ଼ିଥିବା ସିକ୍ସର କିଙ୍ଗ ଯୁବରାଜ ସିଂଙ୍କ ଆଜି ଜନ୍ମଦିନ। ୧୨୮୧ରେ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମିତ ଯୁବରାଜ କେବଳ କ୍ରୀଡ଼ାପ୍ରେମୀ ନୁହଁନ୍ତି ବରଂ ସାରା ଦେଶର ହୃଦୟରେ ରାଜ କରନ୍ତି। ଚଳିତ ବର୍ଷ ଯୁବରାଜ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଥିବାବେଳେ ସେ ହେଉଛନ୍ତି ଏପରି ଜଣେ କ୍ରିକେଟର ଯିଏ କି, ସର୍ବାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳିଛନ୍ତି। ମାତ୍ର ୧୫ ବର୍ଷ ବୟସରେ କେଳିବା ଆରମ୍ଭ କରିଥିବା ଯୁବରାଜ ୨୦୦୦ ମସିହାରେ ୧୯ବର୍ଷରୁ କମ୍‍ ୱାର୍ଲ୍ଡକପ୍‍ ଖେଳିଥିଲେ। ଆଜି ୩୮ ବର୍ଷରେ ପାଦ ଦେଇଥିବା ଯୁବରାଜଙ୍କ ନିକଟକୁ କ୍ରୀଡ଼ାଜଗତରୁ ଆରମ୍ଭ କରି ପ୍ରଶଂସକ ଓ ଅନ୍ୟମାନଙ୍କ ଠାରୁ ପ୍ରଶଂସାର ସୁଅ ଛୁଟିଛି।

Tags: