କେନିଆର ଇଲିଉଡ୍‌ କିପଚୋଗଙ୍କ ମାରାଥନ୍‌ ବିଶ୍ୱ କୀର୍ତ୍ତିମାନ

ବର୍ଲିନ : କେନିଆର ଇଲିଉଡ କିପଚୋଗ ନୂଆ କୀର୍ତ୍ତିମାନ ସହ ବର୍ଲିନ ମାରାଥନ ଜିତିଛନ୍ତି । ସେ ୪ ବର୍ଷ ତଳେ ଜର୍ମାନୀରେ କରିଥିବା କୀର୍ତ୍ତିମାନକୁ ଭାଙ୍ଗିଥିଲେ । ସେ (୨:୦୧:୦୯ ସେକେଣ୍ଡ) ଗତ କୀର୍ତ୍ତିମାନ ସମୟଠୁ ଅଧ ମିନିଟ୍‌ କମରେ ଏହି ରେସ୍‌ ଶେଷ କରିଥିଲେ । ଏହି ୩୭ ବର୍ଷୀୟ ତାରକାଙ୍କର ଏହା ୧୭ ମାରାଥନରୁ ୧୫ତମ ବିଜୟ । ଏଥିରେ ୨ ଅଲିମ୍ପିକ୍‌ ସ୍ୱର୍ଣ୍ଣ ଏବଂ ୧୦ ପ୍ରମୁଖ ମୁକୁଟ ରହିଛି । […]

Samaya Live Picture
Published On

ବର୍ଲିନ : କେନିଆର ଇଲିଉଡ କିପଚୋଗ ନୂଆ କୀର୍ତ୍ତିମାନ ସହ ବର୍ଲିନ ମାରାଥନ ଜିତିଛନ୍ତି । ସେ ୪ ବର୍ଷ ତଳେ ଜର୍ମାନୀରେ କରିଥିବା କୀର୍ତ୍ତିମାନକୁ ଭାଙ୍ଗିଥିଲେ ।

Kenya's Eliud Kipchoge

ସେ (୨:୦୧:୦୯ ସେକେଣ୍ଡ) ଗତ କୀର୍ତ୍ତିମାନ ସମୟଠୁ ଅଧ ମିନିଟ୍‌ କମରେ ଏହି ରେସ୍‌ ଶେଷ କରିଥିଲେ । ଏହି ୩୭ ବର୍ଷୀୟ ତାରକାଙ୍କର ଏହା ୧୭ ମାରାଥନରୁ ୧୫ତମ ବିଜୟ । ଏଥିରେ ୨ ଅଲିମ୍ପିକ୍‌ ସ୍ୱର୍ଣ୍ଣ ଏବଂ ୧୦ ପ୍ରମୁଖ ମୁକୁଟ ରହିଛି ।

Kenya's Eliud Kipchoge

ବର୍ଲିନରେ ତାଙ୍କ ସାଥୀ ମାର୍କ କୋରିର ଦ୍ୱିତୀୟ ସ୍ଥାନରେ ରହି କେନିଆକୁ ୧-୨ ଫିନିସ୍‌ ଦେଇଥିଲେ । ଇଥିଓପିଆର ତାଡୁ ଆବାଟ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ ।