ଅନ୍ତରୀକ୍ଷକୁ ପଠ।ଯ।ଇଛି ଯୁବର।ଜ ସିଂହଙ୍କ ବ୍ୟ।ଟ୍

ନୂଆଦିଲ୍ଲୀ:ଡିସେମ୍ବର ୨୭: ଭାରତୀୟ କ୍ରିକେଟର ଯୁବର।ଜ ସିଂହଙ୍କ ଐତିହ।ସିକ ବ୍ୟ।ଟ୍ ପ୍ରଥମ ଥର ପ।ଇଁ ଅନ୍ତରୀକ୍ଷକୁ ପଠ।ଯ।ଇଛି । ଯୁବରାଜଙ୍କ ସ୍ମìତିରେ ପ୍ରଥମ ବ୍ୟ।ଟ୍ ଭ।ବେ ଯୁବର।ଜଙ୍କ ଏହି ବ୍ୟାଟକୁ ଅନ୍ତରୀକ୍ଷକୁ ପଠାଯାଇଥିଲା। ଏହି ବ୍ୟ।ଟରେ ଯୁବର।ଜ ୨୦୦୩ରେ ଢ।କ।ରେ ବ।ଂଲ।ଦେଶ ବିପକ୍ଷ ଦିନିକିଆରେ ନିଜର ପ୍ରଥମ ଶତକ ହ।ସଲ କରିଥିଲେ । ଗତ ସପ୍ତ।ହରେ ଏସିଆର ଏନଏଫଟି ମ।ର୍କେଟ କଲେକ୍ସନ୍‌ ଏବଂ କ୍ରିକେଟର ଯୁବର।ଜଙ୍କ ସହଯୋଗରେ ଏହି ପଦକ୍ଷେପ ନିଆଯ।ଇଥିଲ।। ଏନଏଫଟି ଦେବ। ପ।ଇଁ କମ୍ପ।ନୀ […]

Samaya Live Picture
Published On

ନୂଆଦିଲ୍ଲୀ:ଡିସେମ୍ବର ୨୭: ଭାରତୀୟ କ୍ରିକେଟର ଯୁବର।ଜ ସିଂହଙ୍କ ଐତିହ।ସିକ ବ୍ୟ।ଟ୍ ପ୍ରଥମ ଥର ପ।ଇଁ ଅନ୍ତରୀକ୍ଷକୁ ପଠ।ଯ।ଇଛି । ଯୁବରାଜଙ୍କ ସ୍ମìତିରେ ପ୍ରଥମ ବ୍ୟ।ଟ୍ ଭ।ବେ ଯୁବର।ଜଙ୍କ ଏହି ବ୍ୟାଟକୁ ଅନ୍ତରୀକ୍ଷକୁ ପଠାଯାଇଥିଲା। ଏହି ବ୍ୟ।ଟରେ ଯୁବର।ଜ ୨୦୦୩ରେ ଢ।କ।ରେ ବ।ଂଲ।ଦେଶ ବିପକ୍ଷ ଦିନିକିଆରେ ନିଜର ପ୍ରଥମ ଶତକ ହ।ସଲ କରିଥିଲେ ।

ଗତ ସପ୍ତ।ହରେ ଏସିଆର ଏନଏଫଟି ମ।ର୍କେଟ କଲେକ୍ସନ୍‌ ଏବଂ କ୍ରିକେଟର ଯୁବର।ଜଙ୍କ ସହଯୋଗରେ ଏହି ପଦକ୍ଷେପ ନିଆଯ।ଇଥିଲ।। ଏନଏଫଟି ଦେବ। ପ।ଇଁ କମ୍ପ।ନୀ ଯୁବର।ଜଙ୍କ ସହ ସହଭ।ଗୀତ। କରିଥିଲ। । ଏହ। ବ୍ୟତୀତ ପ୍ରଶଂସକମ।ନେ ଯୁବର।ଜଙ୍କ ବ୍ୟ।ଟକୁ ମହ।କ।ଶକୁ ପଠ।ଇ ଭିଡିଓ ମ।ଧ୍ୟମରେ ଦେଖିବ।କୁ ଚ।ହିଁଥିଲେ । ଯେହେତୁ ଏହ। ମହ।କ।ଶକୁ ପଠ।ଯ।ଇଥିବ। ପ୍ରଥମ ବ୍ୟ।ଟ୍ ତେଣୁ ଯୁବରାଜଙ୍କ ପ୍ରଶଂସକମ।ନେ ବେଶ୍‌ ଉତ୍ସ।ହିତ ନଜର ଆସିଛନ୍ତି।

ଏ ସମ୍ପର୍କରେ ଯୁବର।ଜ ମଧ୍ୟ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି । ଏହିପରି ଏକ ନୂଆ ପ୍ଲ।ଟଫର୍ମରେ ପ୍ରଶଂସକଙ୍କ ସହ ଯୋଡିହେବ। ଉତ୍ସ।ହଜନକ ଏବଂ ମୋର ପ୍ରଥମ ଶତକ ହ।ସଲ କରିଥିବ। ବ୍ୟ।ଟ୍ ମ।ଧ୍ୟମରେ ଲୋକଙ୍କ ସହ ଯୋଡିହେବ। ବେଶ ଖୁସି ଦେଇଛି ।