ଅଲରାଉଣ୍ଡର ବ୍ରାବୋଙ୍କ ପ୍ରତ୍ୟାବର୍ତ୍ତନ

ସମୟ ଲାଇଭ୍‍,୧୩/୧୨: ୱେଷ୍ଟଇଣ୍ଡିଜ୍‍ କ୍ରିକେଟଦଳର ଅଲରାଉଣ୍ଡର ଡ୍ୱେନ୍‍ ବ୍ରାବୋ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ବର୍ଷ ୱେଷ୍ଟଇଣ୍ଡିଜ୍‍ କ୍ରିକେଟ ବୋର୍ଡ଼ ସହ ମତାନ୍ତର ହେବା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ତେବେ ସେ ଅନ୍ତଜାର୍ତୀୟ କ୍ରିକେଟକୁ ଫେରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ସେ ଅନ୍ତର୍ଜାତୀୟ ମୈଦାନକୁ ଫେରୁଥିବା ତାଙ୍କ ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ ଜଣାଇବାକୁ ଚାହୁଁଛନ୍ତି।

Samaya Live Picture
Published On

Tags: