ଆର୍ଚେରୀ ବିଶ୍ୱକପ୍: ରିକର୍ଭ ଦଳଗତରେ ଭାରତକୁ ରୌପ୍ୟ
ପ୍ୟାରିସ୍ : ଆର୍ଚେରୀ ବିଶ୍ୱକପ୍ ଷ୍ଟେଜ୍-୩ର ମହିଳା ରିକର୍ଭ ଦଳଗତରେ ଭାରତ ରୌପ୍ୟ ପଦକ ଜିତିଛି । ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତର ଦୀପିକା କୁମାରୀ, ଅଙ୍କିତା ଭକତ ଓ ସିମରନ୍ଜିତ କୌର ୫-୧ ବ୍ୟବଧାନରେ ଚାଇନିଜ ତାଇପେଇ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକରେ ସ;ୁଷ୍ଟ ହୋଇଛନ୍ତି ।