ୱାନଡେର ହୀରୋ ରୋହିତ ପୁଣି ଚମକିଲେ ଟେଷ୍ଟରେ

ସମୟ ଲାଇଭ,୧୯/୧୦: ରାଞ୍ଚିରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଓପନର ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଏହା ହେଉଛି ରୋହିତଙ୍କର ୩ୟ ଶତକ ଏବଂ ଟେଷ୍ଟ କ୍ରିକେଟ କ୍ୟାରିୟରର ଏହା ହେଉଛି ୬ଷ୍ଠ ଶତକ। ଆଜିର ଏହି ଶତକ ହାସଲ ପରେ ରୋହିତ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଇନିଂସରେ ରୋହିତ ୧୫ଟି ଚୈାକା ଓ ୪ଟି ଛକା […]

Samaya Live Picture
Published On

ସମୟ ଲାଇଭ,୧୯/୧୦: ରାଞ୍ଚିରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଓପନର ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଏହା ହେଉଛି ରୋହିତଙ୍କର ୩ୟ ଶତକ ଏବଂ ଟେଷ୍ଟ କ୍ରିକେଟ କ୍ୟାରିୟରର ଏହା ହେଉଛି ୬ଷ୍ଠ ଶତକ। ଆଜିର ଏହି ଶତକ ହାସଲ ପରେ ରୋହିତ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଇନିଂସରେ ରୋହିତ ୧୫ଟି ଚୈାକା ଓ ୪ଟି ଛକା ମାରିବା ସହ ୱେଷ୍ଟଇଣ୍ଡିଜ ଖେଳାଳୀ ସିମରନ ହେଟମାୟାରଙ୍କୁ ପଛରେ ପକାଇଦେଇଛନ୍ତି।
ଏଥି ସହ ଶତକ ମାରିବାରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ସୁନୀଲ ଗାଭାସ୍କରଙ୍କ ପରେ ରୋହିତ ଦ୍ୱିତୀୟ ଭାରତୀୟଭାବେ ଗୋଟିଏ ମ୍ୟାଚରେ ୩ଟି ଶତକ ମାରିଛନ୍ତି।

Tags: