ସିଙ୍ଗାପୁର ଓପନ୍ରୁ ବିଦା ହେଲେ ସାତ୍ତ୍ବିକ-ଚିରାଗ, ତ୍ରିଶା-ଗାୟତ୍ରୀ
ସିଙ୍ଗାପୁର: ଭାରତୀୟ ବ୍ୟାଡମିଣ୍ଟନ ଡବଲ୍ସ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସିଙ୍ଗାପୁର ଓପନ୍ ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ଜାପାନ୍ର ଅକିରା କୋଗା ଓ ତାଇଚି ସାଇତୋଙ୍କଠୁ ୧୮-୨୧, ୨୧-୧୪ ଓ ୧୮-୨୧ରେ ପରାଜିତ ହୋଇଥିଲେ। ସେହିପରି ବୁଧବାର ଖେଳାଯାଇଥିବା ମହିଳା ଯୁଗଳରେ ତ୍ରିଶାର ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ହଂକଂର ୟୁଙ୍ଗ ଟିଙ୍ଗ ଓ ୟୁଙ୍ଗ ଲାମ୍ଙ୍କଠୁ […]
ସିଙ୍ଗାପୁର: ଭାରତୀୟ ବ୍ୟାଡମିଣ୍ଟନ ଡବଲ୍ସ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସିଙ୍ଗାପୁର ଓପନ୍ ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ଜାପାନ୍ର ଅକିରା କୋଗା ଓ ତାଇଚି ସାଇତୋଙ୍କଠୁ ୧୮-୨୧, ୨୧-୧୪ ଓ ୧୮-୨୧ରେ ପରାଜିତ ହୋଇଥିଲେ। ସେହିପରି ବୁଧବାର ଖେଳାଯାଇଥିବା ମହିଳା ଯୁଗଳରେ ତ୍ରିଶାର ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ହଂକଂର ୟୁଙ୍ଗ ଟିଙ୍ଗ ଓ ୟୁଙ୍ଗ ଲାମ୍ଙ୍କଠୁ ୧୪-୨୧, ୨୧-୧୮, ୧୯-୨୧ରେ ହାରି ଅଭିଯାନ ଶେଷ କରିଛନ୍ତି।




