ମୋନାକୋ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ

ମୋନାକୋ: ରେଡ୍ବୁଲ୍ ଚଳକ ମ୍ୟାକ୍ସ ଭର୍ସ୍ତାପେନ ମୋନାକୋ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍କୁ ନେଦରଲାଣ୍ଡ୍ସ-ବେଲ୍ଜିୟମର ଭର୍ସ୍ତାପେନ୍ ୧:୪୮:୫୧.୯୮୦ ସେକେଣ୍ଡ ସମୟରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍ସେ ଦ୍ବିତୀୟ ଏବଂ ଅଲ୍ପାଇନ୍ ରେନଲ୍ଟର ଇସ୍ତେବାନ ଓକୋନ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ୍ କରିଥିଲେ। ୭ଥରର ଫର୍ମୁଲା ୱାନ୍ ବିଜେତା ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ ଚତୁର୍ଥ ସ୍ଥାନରେ ରହି ପୋଡିୟମରୁ ବଞ୍ଚିତ ରହିଥିଲେ। ଗତ […]

Samaya Live Picture
Published On

ମୋନାକୋ: ରେଡ୍ବୁଲ୍ ଚଳକ ମ୍ୟାକ୍ସ ଭର୍ସ୍ତାପେନ ମୋନାକୋ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍କୁ ନେଦରଲାଣ୍ଡ୍ସ-ବେଲ୍ଜିୟମର ଭର୍ସ୍ତାପେନ୍ ୧:୪୮:୫୧.୯୮୦ ସେକେଣ୍ଡ ସମୟରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍ସେ ଦ୍ବିତୀୟ ଏବଂ ଅଲ୍ପାଇନ୍ ରେନଲ୍ଟର ଇସ୍ତେବାନ ଓକୋନ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ୍ କରିଥିଲେ। ୭ଥରର ଫର୍ମୁଲା ୱାନ୍ ବିଜେତା ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ ଚତୁର୍ଥ ସ୍ଥାନରେ ରହି ପୋଡିୟମରୁ ବଞ୍ଚିତ ରହିଥିଲେ। ଗତ ୨ ଥରର ବିଜେତା ଭର୍ସ୍ତାପେନ୍ ଚଳିତ ଋତୁରେ ୬ ରେସ୍ରୁ ୪ଟିରେ ବିଜୟୀ ହୋଇଛନ୍ତି।

Tags: