ମିଆମି ମାଷ୍ଟର୍ସରେ କ୍ବିତୋଭା ମହିଳା ସିଙ୍ଗଲ୍ସ ଚାମ୍ପିଅନ୍‌

ମିଆମି: ଦୁଇ ଥରର ୱିମ୍ବଲଡନ୍‌ ଚାମ୍ପିଅନ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭା ଏଠାରେ ଚାଲିଥିବା ମିଆମି ଓପନ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଟ୍ରଫି ଜିତିଛନ୍ତି। ଫାଇନାଲ୍‌ରେ କ୍ବତୋଭା ୭-୬ (୧୪), ୬-୨ ସେଟ୍‌ରେ କାଜଖସ୍ତାନର ଏଲିନା ରିବାକିନାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ କ୍ବିତୋଭା ପ୍ରଥମ ମିଆମି ଓପନ୍‌ ମୁକୁଟ ଏବଂ ନବମ ଡବ୍ଲୁଟିଏ ୧୦୦୦ ଟ୍ରଫି ନିଜ ନାମରେ କରିଥିଲେ। ୨୦୧୧ ଓ ୨୦୧୪ ୱିମ୍ବଲଡନ୍‌ରେ ଟ୍ରଫି ଜିତିଥିବା ୩୩ ବର୍ଷୀୟା କ୍ବିତୋଭା ଏହି ବିଜୟ […]

Samaya Live Picture
Published On

ମିଆମି: ଦୁଇ ଥରର ୱିମ୍ବଲଡନ୍‌ ଚାମ୍ପିଅନ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭା ଏଠାରେ ଚାଲିଥିବା ମିଆମି ଓପନ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଟ୍ରଫି ଜିତିଛନ୍ତି। ଫାଇନାଲ୍‌ରେ କ୍ବତୋଭା ୭-୬ (୧୪), ୬-୨ ସେଟ୍‌ରେ କାଜଖସ୍ତାନର ଏଲିନା ରିବାକିନାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ କ୍ବିତୋଭା ପ୍ରଥମ ମିଆମି ଓପନ୍‌ ମୁକୁଟ ଏବଂ ନବମ ଡବ୍ଲୁଟିଏ ୧୦୦୦ ଟ୍ରଫି ନିଜ ନାମରେ କରିଥିଲେ। ୨୦୧୧ ଓ ୨୦୧୪ ୱିମ୍ବଲଡନ୍‌ରେ ଟ୍ରଫି ଜିତିଥିବା ୩୩ ବର୍ଷୀୟା କ୍ବିତୋଭା ଏହି ବିଜୟ ସହ ୨୦୨୧ ସେପ୍ଟେମ୍ବର ପରେ ପ୍ରଥମ ଥର ଲାଗି ଡବ୍ଲୁଟିଏ ମାନ୍ୟତାର ଶୀର୍ଷରେ ପ୍ରବେଶ କରିଛନ୍ତି।

Tags: