ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ରନର୍ସଅପ୍

କୁଆଲାଲୁମ୍ପୁର: ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ତାରକା ପିଭି ସିନ୍ଧୁ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଉପବିଜେତା ହୋଇଛନ୍ତି। ମହିଳା ଏକକ ଫାଇନାଲ୍ରେ ଏହି ପୂର୍ବତନ ଏକ ନମ୍ବର ୧୬-୨୧, ୨୧-୫, ୧୬-୨୧ରେ ଚୀନ୍ର ୱାଙ୍ଗ ଝିୟିଙ୍କଠୁ ପରାସ୍ତ ହୋଇଥିଲେ। ୨୦୨୩ ଏପ୍ରିଲ ମାଦ୍ରିଦ୍ ମାଷ୍ଟର୍ସ ପରେ ସିନ୍ଧୁ ପ୍ରଥମ ବିଡବ୍ଲୁଏଫ୍ ଫାଇନାଲ୍ ଖେଳିଥିଲା ବେରଳେ ଟ୍ରଫି ଜିତିବାରେ ବିଫଳ ହୋଇଛନ୍ତି। ହେଲେ ଗତ ଫେବ୍ରୁଆରିରେ ଆହତ ସମସ୍ୟାରୁ ମୁକୁଳି ଫାଇନାଲ୍ରେ […]

Samaya Live Picture
Published On

କୁଆଲାଲୁମ୍ପୁର: ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ତାରକା ପିଭି ସିନ୍ଧୁ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଉପବିଜେତା ହୋଇଛନ୍ତି। ମହିଳା ଏକକ ଫାଇନାଲ୍ରେ ଏହି ପୂର୍ବତନ ଏକ ନମ୍ବର ୧୬-୨୧, ୨୧-୫, ୧୬-୨୧ରେ ଚୀନ୍ର ୱାଙ୍ଗ ଝିୟିଙ୍କଠୁ ପରାସ୍ତ ହୋଇଥିଲେ। ୨୦୨୩ ଏପ୍ରିଲ ମାଦ୍ରିଦ୍ ମାଷ୍ଟର୍ସ ପରେ ସିନ୍ଧୁ ପ୍ରଥମ ବିଡବ୍ଲୁଏଫ୍ ଫାଇନାଲ୍ ଖେଳିଥିଲା ବେରଳେ ଟ୍ରଫି ଜିତିବାରେ ବିଫଳ ହୋଇଛନ୍ତି। ହେଲେ ଗତ ଫେବ୍ରୁଆରିରେ ଆହତ ସମସ୍ୟାରୁ ମୁକୁଳି ଫାଇନାଲ୍ରେ ପହଞ୍ଚିବା, ସିନ୍ଧୁଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଆତ୍ମବିଶ୍ବାସ ଦେଇଛି।

Tags: