ବିଶ୍ବକପ୍ ବିଫଳତା ପରେ ପାକିସ୍ତାନ ବୋଲିଂ ପ୍ରଶିକ୍ଷକରୁ ଇସ୍ତଫା ଦେଲେ ମର୍କେଲ
ଇସଲାମାବାଦ୍: ଚଳିତ ଦିନିକିଆ ବିଶ୍ବକପ୍ରେ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଏହାର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣ ମର୍କେଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଚଳିତ ବର୍ଷ ଜୁନ୍ ମାସରେ ପାକିସ୍ତାନ କ୍ରିକେଟ୍ ଦଳ ସହିତ ୬ ମାସ ପାଇଁ ସାମିଲ ହୋଇଥିଲେ। କିନ୍ତୁ ପାକିସ୍ତାନ ବିଶ୍ବକପ୍ ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା। ଦଳ ପଞ୍ଚମ ସ୍ଥାନରେ ରହି ବିଶ୍ବକପ୍ ଅଭିଯାନ ଶେଷ କରିଥିଲା। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ […]
ଇସଲାମାବାଦ୍: ଚଳିତ ଦିନିକିଆ ବିଶ୍ବକପ୍ରେ ପାକିସ୍ତାନର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଏହାର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣ ମର୍କେଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଚଳିତ ବର୍ଷ ଜୁନ୍ ମାସରେ ପାକିସ୍ତାନ କ୍ରିକେଟ୍ ଦଳ ସହିତ ୬ ମାସ ପାଇଁ ସାମିଲ ହୋଇଥିଲେ। କିନ୍ତୁ ପାକିସ୍ତାନ ବିଶ୍ବକପ୍ ସେମିଫାଇନାଲ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା। ଦଳ ପଞ୍ଚମ ସ୍ଥାନରେ ରହି ବିଶ୍ବକପ୍ ଅଭିଯାନ ଶେଷ କରିଥିଲା। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଆଫଗାନିସ୍ତାନଠୁ ପାକିସ୍ତାନ ପରାଜିତ ହୋଇଥିଲା।




