ପାର୍କିନସନ୍ ସହ ଲଢୁଛନ୍ତି ଅଷ୍ଟ୍ରେଲିଆର କିଂବଦନ୍ତି କ୍ରିକେଟର ଆଲାନ୍ ବର୍ଡର

ମେଲବର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଆଲାନ୍ ବର୍ଡର ପାର୍କିନସନ୍ ରୋଗ ସହିତ ଲଢେଇ କରୁଛନ୍ତି। ୨୦୧୬ରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି। ଯଦି ସେ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଯିବେଲ ତାହେଲେ ଏହା ଚମତ୍କାର ହୋଇଯିବ ବୋଲି ଏହି ୬୮ ବର୍ଷିୟ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର୍ ଏକ ସାକ୍ଷତକାରରେ କହିଛନ୍ତି। ତାଙ୍କ ରୋଗ ଓ ଚିକିତ୍ସା ବିଷୟରେ ୨୦୧୬ ପରଠୁ ସେ ଗୋପନୀୟତା ଅବଲମ୍ବନ କରୁଥିଲେ। ଏହି ରୋଗରେ ପୀଡ଼ିତ […]

Samaya Live Picture
Published On

ମେଲବର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଆଲାନ୍ ବର୍ଡର ପାର୍କିନସନ୍ ରୋଗ ସହିତ ଲଢେଇ କରୁଛନ୍ତି। ୨୦୧୬ରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି। ଯଦି ସେ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଯିବେଲ ତାହେଲେ ଏହା ଚମତ୍କାର ହୋଇଯିବ ବୋଲି ଏହି ୬୮ ବର୍ଷିୟ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର୍ ଏକ ସାକ୍ଷତକାରରେ କହିଛନ୍ତି। ତାଙ୍କ ରୋଗ ଓ ଚିକିତ୍ସା ବିଷୟରେ ୨୦୧୬ ପରଠୁ ସେ ଗୋପନୀୟତା ଅବଲମ୍ବନ କରୁଥିଲେ। ଏହି ରୋଗରେ ପୀଡ଼ିତ ହେବା ଦ୍ବାରା ମସ୍ତିସ୍କ ଧିରେଧିରେ ଅକାମି ହୋଇଯିବ ଓ ସେ ଭୁଲିବାକୁ ଲାଗିବେ। ହେଲେ ତାଙ୍କ ପାଇଁ କେହି ଦୁଃଖ ପ୍ରକାଶ ନକରନ୍ତୁ ବୋଲି ବର୍ଡର ଚାହିଁଛନ୍ତି। ବର୍ଡର ୧୫୬ ଟେଷ୍ଟ ଖେଳିଥିଲା ବେଳେ ପ୍ରଥମ ଖେଳାଳି ଭାବେ ୧୧ ହଜାର (୧୧୧୭୪) ରନ୍ ଅତିକ୍ରମ କରିଥିଲେ।

Tags: