ଡବ୍ଲୁଟିସି ଫାଇନାଲ୍ ପାଇଁ ଷ୍ଟାଣ୍ଡବାଇ ତାଲିକାରେ ସର୍ଫରାଜ, ଋତୁରାଜ ଓ ଈଶାନ
ନୂଆଦିଲ୍ଲୀ: ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଦ ଓଭାଲରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷିତ ହେବାର ଦୁଇ ଦିନ ପରେ ବୋର୍ଡ ୫ ଜଣ ଖେଳାଳି ସର୍ଫରାଜ ଖାନ୍, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ମୁକେଶ କୁମାର ଏବଂ ନଭ୍ଦୀପ ସୈନିଙ୍କୁ ଷ୍ଟାଣ୍ଡବାଇ ଭାବେ ମନୋନୀତ କରିଛି। ମୁମ୍ବାଇର ସର୍ଫରାଜ ଓ ମହାରାଷ୍ଟ୍ରର ଋତୁରାଜଙ୍କୁ ବିଶେଷଜ୍ଞ ବ୍ୟାଟର, ଝାଡ଼ଖଣ୍ଡର ଈଶାନଙ୍କୁ ୱିକେଟ୍କିପର/ବ୍ୟାଟର […]
ନୂଆଦିଲ୍ଲୀ: ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଦ ଓଭାଲରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷିତ ହେବାର ଦୁଇ ଦିନ ପରେ ବୋର୍ଡ ୫ ଜଣ ଖେଳାଳି ସର୍ଫରାଜ ଖାନ୍, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ମୁକେଶ କୁମାର ଏବଂ ନଭ୍ଦୀପ ସୈନିଙ୍କୁ ଷ୍ଟାଣ୍ଡବାଇ ଭାବେ ମନୋନୀତ କରିଛି। ମୁମ୍ବାଇର ସର୍ଫରାଜ ଓ ମହାରାଷ୍ଟ୍ରର ଋତୁରାଜଙ୍କୁ ବିଶେଷଜ୍ଞ ବ୍ୟାଟର, ଝାଡ଼ଖଣ୍ଡର ଈଶାନଙ୍କୁ ୱିକେଟ୍କିପର/ବ୍ୟାଟର ଏବଂ ବେଙ୍ଗଲର ମୁକେଶ ଓ ଦିଲ୍ଲୀର ନଭ୍ଦୀପଙ୍କୁ ଦ୍ରୁତ ବୋଲର ଭାବେ ଷ୍ଟାଣ୍ଡବାଇ ତାଲିକାରେ ସାମିଲ କରାଯାଇଛି।




