କନିଷ୍ଠ ସାଫ୍ କପ୍ ଫୁଟବଲ୍‌ ପ୍ରତିଯୋଗିତାରେ ଗ୍ରୁପ୍‌ ଏ’ରେ ଭାରତ

ନୂଆଦିଲ୍ଲୀ: ୧୬ ଓ ୧୯ ବର୍ଷରୁ କମ୍ ବୟସ ବର୍ଗର ସାଫ୍ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ଢାକାଠାରେ ଡ୍ର’ ଅନୁଷ୍ଠିତ ହୋଇଛି। ଉଭୟ ବର୍ଗରେ ବାଂଲାଦେଶ ସହ ଭାରତ ଗୋଟିଏ ଗ୍ରୁପ୍ରେ ରହିଛି। ସେପ୍ଟେମ୍ବର ୧ରୁ ୧୬ ପର୍ଯ୍ୟନ୍ତ ଥିମ୍ପୁରେ ଆୟୋଜିତ ହେବାକୁ ଥିବା ୧୬ ବର୍ଷରୁ କମ୍ ବର୍ଗ ପ୍ରତିଯୋଗିତାରେ ଏହି ଦୁଇ ଦଳ ସହ ନେପାଳ ଏ’ ଗ୍ରୁପ୍ରେ ରହିଛି। କାଠମାଣ୍ଡୁରେ ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ […]

Samaya Live Picture
Published On

ନୂଆଦିଲ୍ଲୀ: ୧୬ ଓ ୧୯ ବର୍ଷରୁ କମ୍ ବୟସ ବର୍ଗର ସାଫ୍ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ଢାକାଠାରେ ଡ୍ର’ ଅନୁଷ୍ଠିତ ହୋଇଛି। ଉଭୟ ବର୍ଗରେ ବାଂଲାଦେଶ ସହ ଭାରତ ଗୋଟିଏ ଗ୍ରୁପ୍ରେ ରହିଛି। ସେପ୍ଟେମ୍ବର ୧ରୁ ୧୬ ପର୍ଯ୍ୟନ୍ତ ଥିମ୍ପୁରେ ଆୟୋଜିତ ହେବାକୁ ଥିବା ୧୬ ବର୍ଷରୁ କମ୍ ବର୍ଗ ପ୍ରତିଯୋଗିତାରେ ଏହି ଦୁଇ ଦଳ ସହ ନେପାଳ ଏ’ ଗ୍ରୁପ୍ରେ ରହିଛି। କାଠମାଣ୍ଡୁରେ ସେପ୍ଟେମ୍ବର ୨୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ ବର୍ଗରେ ଏହି ଦୁଇ ଦଳ ସହ ଗ୍ରୁପ୍-ବି’ରେ ଭୁଟାନ ରହିଛି। ଗ୍ରୁପ୍ ପର୍ଯ୍ୟାୟ ରାଉଣ୍ଡ ରବିନ୍ରେ ଖେଳାଯିବ। ଉଭୟ ଗ୍ରୁପ୍ର ଶୀର୍ଷ ଦୁଇ ଦଳ ସେମିଫାଇନାଲ୍ ଖେଳିବେ।

Tags: