sports news in odisha
ଓଡ଼ିଶା 

୬କୋଟି ଟଙ୍କା ସହିତ ଗ୍ରୁପ୍‌ ‘ଏ’ ସରକାରୀ ଚାକିରି ପାଇବେ ପ୍ରମୋଦ

୬କୋଟି ଟଙ୍କା ସହିତ ଗ୍ରୁପ୍‌ ‘ଏ’ ସରକାରୀ ଚାକିରି ପାଇବେ ପ୍ରମୋଦ ଭୁବନେଶ୍ୱର: ସେପ୍‌ଟେମ୍ବର ୮: ଟୋକିଓ ପାରାଅଲମ୍ପିକ୍ସରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗିଲ୍‌ (ଏସ୍‌ଏଲ୍‌୩)ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଭାରତ ସମେତ ଓଡ଼ିଶାର ଗୌରବ ବଢ଼ାଇ ଦେଇଛନ୍ତି । ତାଙ୍କ ଖେଳକୁ ସମ୍ମାନ ଜଣାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬କୋଟି ଟଙ୍କା ସହିତ ଗ୍ରୁପ୍‌ ‘ଏ’ ସରକରୀ ଚାକିରି ପୁରସ୍କାର ସ୍ୱରୂପ ପ୍ରଦାନ କରିବେ ବୋଲି ଘୋଷଣ କରିଛନ୍ତି । ତେବେ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ […]
Read More...

Advertisement