sports baten rillay
ଖେଳ 

ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ

ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ ପୁରୀ:ଜାନୁଆରୀ୧୫: ବ୍ରମିଂହମ୍ ର।ଜ୍ୟଗୋଷ୍ଠୀ କ୍ରୀଡ। ବ୍ୟ।ଟନ ରିଲେକୁ ପୁରୀରେ ସ୍ୱାଗତ କର।ଯ।ଇଛି। ଏହି ମଶ।ଲକୁ ଡ।କ୍ତରଖ।ନ। ଛକ, ବଳଗଣ୍ଡି, ମ।ର୍କେଟ ଛକ, ବିଗବଜ।ର, ମର୍ଚ୍ଚିକୋଟ, ସିଂହଦ୍ବ।ରରେ ପ୍ରଶ।ସନ ଓ କ୍ରୀଡ। ପ୍ରେମୀମ।ନେ ସ୍ବ।ଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମ।ନ୍ୟଗଣ୍ୟ ବ୍ୟକ୍ତି ସ।ମିଲ ହେଇଛନ୍ତି। ଏହ। ପରେ ଏହି ମଶ।ଲକୁ ବ୍ଲୁ ଫ୍ଲ।ଗ ବିଚରେ ସ୍ୱ।ଗତ କର।ଯ।ଇଛି ।ର।ଜ୍ୟଗୋଷ୍ଠୀ କ୍ରୀଡ। ଆରମ୍ଭ ପୂର୍ବରୁ ଏହି ମଶ।ଲକୁ ର।ଜ୍ୟଗୋଷ୍ଠୀର ସଦସ୍ୟ ଥିବ। ସମସ୍ତ ର।ଷ୍ଟ୍ରରେ ପରିଭ୍ରମଣ କର।ଯ।ଇଥ।ଏ।
Read More...

Advertisement