southwest monsoon
ଓଡ଼ିଶା  ପାଣିପାଗ 

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ଆଲର୍ଟ

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ଆଲର୍ଟ ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ବାଲେଶ୍ୱର, ଗଞ୍ଜାମ, ଗଜପତି, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା ଓ ଭଦ୍ରକ ଜିଲାରେ ଆଲର୍ଟ କରିଛି । ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, […]
Read More...
ଓଡ଼ିଶା 

ରାଜ୍ୟରେ ବଢ଼ିବ ଶୀତ: ଆସନ୍ତା ୨୯ରୁ ୨ତାରିଖ ମଧ୍ୟରେ ୨ କିମ୍ବା ୩ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିବ

ରାଜ୍ୟରେ ବଢ଼ିବ ଶୀତ: ଆସନ୍ତା ୨୯ରୁ ୨ତାରିଖ ମଧ୍ୟରେ ୨ କିମ୍ବା ୩ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିବ ଭୁବନେଶ୍ୱର: ଅକ୍‌ଟୋବର ୨୮ : ରାଜ୍ୟରେ ଏବେ ଉତ୍ତରା ପବନ ବହୁଛି । ଫଳରେ ପାଗ ଶୁଖିଲା ଓ ଖରାଟିଆ ରହୁଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁଁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍‌ କମିପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନ ମିଳିଛି । ଏହା ପ୍ରଭାବରେ ରାଜ୍ୟରେ ଥଣ୍ଡା ପ୍ରକୋପ ସାମାନ୍ୟ ବଢିବ । ସୂଚନା […]
Read More...

Advertisement