South West Monsoon
ଜିଲ୍ଲା 

ଏଥର ସପ୍ତାହେ ବିଳମ୍ବ: ଜୁନ୍‌ ୫ରେ କେରଳ ଛୁଇଁବ ମୌସୁମୀ

ଏଥର ସପ୍ତାହେ ବିଳମ୍ବ:  ଜୁନ୍‌ ୫ରେ କେରଳ ଛୁଇଁବ ମୌସୁମୀ Edited By Papu Mohanty ଭୁବନେଶ୍ୱର: May 15:ଆସନ୍ତା ଜୁନ୍‌ ୫ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ । ସାଧାରଣତଃ ଜୁନ ୧ରେ ମୌସୁମୀ ବାୟୁ କେରଳ ଛୁଇଁବାକୁ ପୂର୍ବ ଆକଳନ କରଯାଇଥିଲା । ହେଲେ ଚଳିତ ବର୍ଷ ଏହା ସାତଦିନ ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ସାମୂଦି୍ରକ ସ୍ଥିତି ଏବଂ ପାରିପାଶ୍ୱର୍କ ତାପମାତ୍ରା ଅନୁକୂଳ ଥିବାରୁ ଏହା ସକ୍ରୀୟ ହେବାରେ ସହାୟକ ହେବ। ପାଣିପାଗ […]
Read More...

Advertisement