South Korean air force report
ବିଶ୍ବ 

ଦକ୍ଷିଣ କୋରିଆର ବାୟୁସେନାର ତାଲିମ ବେଳେ ଦୁଇ ବିମାନ ପରସ୍ପର ମୁହାଁମୁହିଁ : ୩ ମୃତ ଓ ଜଣେ ଗୁରୁତର ଆହତ

ଦକ୍ଷିଣ କୋରିଆର ବାୟୁସେନାର ତାଲିମ ବେଳେ ଦୁଇ ବିମାନ ପରସ୍ପର ମୁହାଁମୁହିଁ : ୩ ମୃତ ଓ ଜଣେ ଗୁରୁତର ଆହତ ସେଓଲ୍‌: ଏପ୍ରିଲ୍‌ ୦୧: ଦକ୍ଷିଣ କୋରିଆ ବାୟୁସେନାର ଦୁଇ ବିମାନ ତାଲିମ ସମୟରେ ଆକାଶପଥରେ ପରସ୍ପର ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୩ ପାଇଲଟଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସ୍ଥାନୀୟ ସୂଚନା ଅନୁସାରେ, ଦକ୍ଷିଣ କୋରିଆ ବାୟୁସେନାର କେଟି-୧ ତାଲିମ ବିମାନ ମୁହାଁମୁହିଁ ଧକା ହୋଇଥିଲା । ଧକା ହୋଇ ସାସେଓନ୍‌ ନଗରୀର ଦକ୍ଷିଣପୂର୍ବ ପ୍ରାନ୍ତରେ ଥିବା ଏକ ପାହାଡ଼ରେ ବିମାନଟି ଖସି ପଡ଼ିଥିଲା […]
Read More...

Advertisement