south film news
ମନୋରଞ୍ଜନ 

ମୋଷ୍ଟ୍‌ ହ୍ୟାଣ୍ଡସମ୍‌ ମ୍ୟାନ୍‌

ମୋଷ୍ଟ୍‌ ହ୍ୟାଣ୍ଡସମ୍‌ ମ୍ୟାନ୍‌ ଦିଲ୍ଲୀ: ଜୁଲାଇ ୨୨: ସାଉଥ୍‌ ସୁପରଷ୍ଟାର ପ୍ରଭାସ କେବଳ ତାଙ୍କ ଆକଫି ପାଇଁ ନୁହେଁ ବରଂ ଗୁଡ୍‌ ଲୁକିଂ ପାଇଁ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଆକର୍ଷକ ଚେହେରାକୁ ଦୃଷ୍ଟିରେ ରଖି ପ୍ରଭାସ ଏସିଆର ସବୁଠୁ ସୁନ୍ଦର ପୁରୁଷ ଭାବେ ବିବେଚନା ହୋଇଛନ୍ତି । ଫ୍ୟାନ୍ସିଓzା ନାମକ ଏକ ଲୋକପ୍ରିୟ େୱବସାଇଟ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ଏସିଆନ୍‌ ୨୦୨୧ ମୋଷ୍ଟ୍‌ ହ୍ୟାଣ୍ଡସମ୍‌ ମ୍ୟାନରେ ପ୍ରଭାସ ଶୀର୍ଷରେ ଅଛନ୍ତି । ଯେଉଁଥିìପାଇଁ ପ୍ରଭାସଙ୍କ ଫ୍ୟାନମାନେ ଉତ୍ସାହିତ […]
Read More...
ମନୋରଞ୍ଜନ 

ନୟନତାରାଙ୍କ ଡିଜିଟାଲ ଏଣ୍ଟ୍ରି

ନୟନତାରାଙ୍କ ଡିଜିଟାଲ ଏଣ୍ଟ୍ରି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ବାହୁବଳି ସିରିଜ୍‌ ଭାରତୀୟ ସିନେମା ଇତିହାସରେ କ୍ରାନ୍ତିକାରୀ ବୋଲି ବିବେଚନା କରାଯାଉଛି, ଯାହାର ଯାଦୁ ଆଜି ବି ସିନେପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଛି । ତେବେ କିଛି ଦିନ ଧରି ବାହୁବଳିର ତୃତୀୟ ଭାଗ ଆସୁଥିବା ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର ନାମ ରଖାଯାଇଛି ବାହୁବଳି-ବିଫୋର ଦ ବିଗିନିଙ୍ଗ୍‌ । ଏପରି ମଧ୍ୟ କୁହାଯାଉଛି ଯେ ଏହା ଏକ େୱବ୍‌ ସିରିଜ୍‌ ହେବ । […]
Read More...

Advertisement