sonu sud
ମନୋରଞ୍ଜନ 

ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ସମ୍ରାଟ୍‌ ପୃଥ୍ୱୀରାଜ

ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ସମ୍ରାଟ୍‌ ପୃଥ୍ୱୀରାଜ ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥିରାଜ ଥିଏଟର ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ମାନୁଷୀ ଚିଲ୍ଲର, ଅକ୍ଷୟ କୁମାର, ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତ । ୟଶରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । କହିବାକୁ ଗଲେ ଏହା ବକ୍ସ ଅଫିସରେ ସେତେ ହିଟ୍‌ ହୋଇପାରି ନାହିଁ । ତେବେ ଓଟିଟି ପ୍ଲାଟଫର୍ମରେ ଏହା […]
Read More...
ମନୋରଞ୍ଜନ 

ରୋଡଇସକୁ ବିଦାୟ ଦେବେ ରଣବିଜୟ ସିଂ

ରୋଡଇସକୁ ବିଦାୟ ଦେବେ ରଣବିଜୟ ସିଂ ମୁମ୍ୱ।ଇ:ଫେବୃଆରୀ ୦୪: ୧୮ବର୍ଷ ଧରି ଏମ୍‌ ଟିଭିର ଲୋକପ୍ରିୟ ରିଆଲିଟି ସୋ ରୋଡିଜ୍ ର ହୋଷ୍ଟିଂ କରିଆସୁଥିବା ରନବିଜୟ ସିହଂ ଏବେ ସୋକୁ ବିଦ।ୟ ଦେବ।କୁ ଯ।ଉଛନ୍ତି । ସୋରୁ ରଣବିଜୟଙ୍କୁ ରିପ୍ଲେସ କରାଯିବାର ଖବର ଜୋରଦାର ହୋଇଛି । ନିର୍ମ।ତ।ମ।ନେ ଶୀଘ୍ର ଏହି ବିଷୟରେ ଏକ ବିବୃତ୍ତି ଦେବ।କୁ ଯ।ଉଛନ୍ତି । ଜଣେ ବଲିଉଡର ଲୋକପ୍ରିୟ ଅଭିନେତ।, ଯିଏ ରଣବିଜୟଙ୍କ ସ୍ଥ।ନ ନେବେ ।ବର୍ତ୍ତମ।ନ ସେହି ଅଭିନେତ। କିଏ, ନିର୍ମ।ତ।ମ।ନେ ତ।ଙ୍କ ସବିଶେଷ ତଥ୍ୟକୁ ଗୁପ୍ତ […]
Read More...

Advertisement