sonu sood
ମନୋରଞ୍ଜନ 

ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ

ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର ହେଲେ ସୋନୁ ଦିଲ୍ଲୀ: ଅଗଷ୍ଟ ୨: ବଲିଉଡ୍‌ ତଥା ଟଲିଉଡ୍‌ ଅଭିନେତା ସୋନୁ ସୂଦ୍‌ଙ୍କୁ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଏହି ଅବସରେ ଅଭିନେତା ସୋନୁ ଏକ ଭର୍ଚୁଆଲ୍‌ ଇଭେଣ୍ଟ ମାଧ୍ୟମରେ ୫୦୦ ଆଥ୍‌ଲେଟ୍‌ସଙ୍କ ସମେତ କୋଚ୍‌ ଏବଂ ଅଲମ୍ପିକ୍ସର କିଛି ଅଧିକାରୀଙ୍କ ସହିତ ବାର୍ତ୍ତାଳପ କରିଛନ୍ତି । ଆସନ୍ତା ବର୍ଷ ଋଷ୍‌ରେ ହେବାକୁ ଯାଉଥିବା ସ୍ୱତନ୍ତ୍ର ଶୀତକାଳୀନ ବିଶ୍ୱ ଅଲମ୍ପିକ୍ସ ଖେଳରେ ସେ ଭାରତୀୟ ଖେଳାଳୀଙ୍କ ତରଫରୁ ନେତୃତ୍ୱ ନେବେ । ଭର୍ଚୁଆଲ୍‌ ଇଭେଣ୍ଟରେ […]
Read More...
ମନୋରଞ୍ଜନ 

ନଦିଆକେ ପାର୍‌ ଅଭିନେତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ

ନଦିଆକେ ପାର୍‌ ଅଭିନେତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ଦିଲ୍ଲୀ: ଜୁଲାଇ ୨୩: ହସ୍ପିଟାଲ ଆସିୟୁରେ ଭର୍ତ୍ତିଥିବା ଅଭିନେତ୍ରୀ ସବିତା ବଜାଜ୍‌ଙ୍କୁ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ୍‌ । ସବିତା ଭର୍ତ୍ତି ହୋଇଥିବା ହସ୍ପିଟାଲ୍‌କୁ ସୋନୁ ଅକ୍ସିଜେନ୍‌ ସିଲିଣ୍ଡର ପଠାଇଛନ୍ତି । ସୋନୁ କହିଛନ୍ତି, ତାଙ୍କର କିଛି ପ୍ରଶଂସକ ସବିତାଙ୍କୁ ସାହାଯ୍ୟ କରିବା ନେଇ ତାଙ୍କୁ ଟ୍ୱିଟ୍‌ କରିଥିଲେ । ଏହାପରେ ସେ ସବିତାଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବା କଥା ଜାଣି ତାଙ୍କୁ ସାହାଯ୍ୟ କରିଥିଲେ । ଶାରୀରିକ ଅସୁସ୍ଥତା ହେବା ପୂର୍ବରୁ ସବିତାଙ୍କ […]
Read More...

Advertisement