Solar Eclipse
ଓଡ଼ିଶା 

ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ; ମେଘାଚ୍ଛନ୍ନ ଥବାରୁ ରାଜଧାନୀରେ ଦୃଶ୍ୟ ହେଲାନି

ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ; ମେଘାଚ୍ଛନ୍ନ ଥବାରୁ ରାଜଧାନୀରେ ଦୃଶ୍ୟ ହେଲାନି ଭୁବନେଶ୍ୱର : ଜୁନ ୨୧:ଓଡିଶା ସମେତ ସମଗ୍ର ଭାରତରରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ସମ୍ପୂର୍ଣ୍ଣ ବଳୟ ସୂର୍ଯ୍ୟପରାଗ ଦେଖାଦେଇଛି । କିନ୍ତୁ ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ପୂର୍ବାହ@ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି । ରାଜଧାନୀରେ ଆକାଶ ମେଘାଚ୍ଛନ୍ନ ଥିବାରୁ ସହରବାସୀ ଏହାକୁ ସଠିକ୍‌ ଭାବେ ଦେଖି ପାରିନାହାନ୍ତି । ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ […]
Read More...
ଓଡ଼ିଶା 

୨୧ରେ ସୂର୍ଯ୍ୟ ପରାଗ ; ଶନିବାର ରାତି ୧୦.୩୮ରୁ ପାକତ୍ୟାଗ ଓ ଦେବନୀତି ନିଷେଧ

୨୧ରେ  ସୂର୍ଯ୍ୟ ପରାଗ ; ଶନିବାର ରାତି ୧୦.୩୮ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ଭୁବନେଶ୍ୱର : ଜୁନ ୧୮:୨୦୨୦ ମସିହାର ସବୁଠୁ ବଡ ମହାଜାଗତିକ ଘଟଣା ଜୁନ ୨୧ ତାରିଖରେ ହେବାକୁ ଯାଉଛି । ଆସନ୍ତା ରବିବାର ବଳୟ ସୂର୍ଯେ୍ୟାପରାଗ ଭାରତରେ ଦେଖାଯିବ । ଶନିବାର ରାତି ୧୦.୩୮ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଆଉ ସୂର୍ଯେ୍ୟାପରାଗକୁ ନେଇ ଶ୍ରୀମନ୍ଦିରରେ ଏଭଳି ନୀତିକାନ୍ତି କରାଯିବ । ପୂର୍ବାହ@ ୧୧ ଟାରୁ ୧୧.୩୦ ମଧ୍ୟରେ ଗ୍ରହଣ ମହାସ୍ନାନ ହେବାକୁ ଥିବାବେଳେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମଇଲମ ଓ ବେଶ, […]
Read More...

Advertisement