Solar Award to Adani
ଓଡ଼ିଶା 

ଆଦାନୀ ଗ୍ରୀନ ଏନର୍ଜିକୁ ବିଶ୍ୱର ସର୍ବବୃହତ ସୋଲାର ଆୱର୍ଡ

ଆଦାନୀ ଗ୍ରୀନ ଏନର୍ଜିକୁ ବିଶ୍ୱର ସର୍ବବୃହତ ସୋଲାର ଆୱର୍ଡ ଭଦ୍ରକ,୧୦।୦୬(ଜିପ୍ର):ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌(ଏଜିଇଏଲ୍‌)କୁ ମିଳିଛି ବିଶ୍ୱର ସର୍ବବୃହତ ସୋଲାର ଆୱର୍ଡ । ସୋଲାର ଏନର୍ଜି କରପୋରେସନ ଅଫ୍‌ ଇଣ୍ଡିଆଠାରୁ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ ଏହାର ପ୍ରଥମ ଉପିାଦନ ସଂଯୁକ୍ତ ସୋଲାର ଚୁକ୍ତିନାମା ଜିତିଛି । ପୁରସ୍କାରର ଏକ ଅଂଶ ଭାବେ ଏଜିଇଏଲ୍‌ ୮ ଗିଗାୱାଟ୍‌ ସୋଲାର ପ୍ରକଳ୍ପର ବିକାଶ କରିବ ଏବଂ ଏକ ପ୍ରତିବଦ୍ଧତା ସହିତ ଆଦାନୀ ସୋଲାର ୨ ଗିଗାୱାଟ୍‌ ଅତିରିକ୍ତ ସୋଲାର ସେଲ୍‌ ଓ ମଡୁ୍ୟଲ ଉପିାଦନ କ୍ଷମତା ପ୍ରତିଷ୍ଠା କରିବ।ଏହି […]
Read More...

Advertisement