Social Service by Team Humanity
ଓଡ଼ିଶା 

ବିପଦକୁ ଖାତିର ନକରି ଲୋକଙ୍କ ସେବାରେ କନ୍ଧମାଳ ଟିମ ହ୍ୟୁମାନିଟି

ବିପଦକୁ ଖାତିର ନକରି ଲୋକଙ୍କ ସେବାରେ କନ୍ଧମାଳ ଟିମ ହ୍ୟୁମାନିଟି ରିପୋର୍ଟ: ସନ୍ତୋଷ ମିଶ୍ର ଫୁଲବାଣୀ: ଅଗଷ୍ଟ ୨୭: ଆଜି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ସମଗ୍ର ଜିଲ୍ଲାବାସୀ ହଇରାଣ ହରକତ ହୋଇଛନ୍ତି । ଗୋଟିଏ ପଟରେ ପ୍ରବଳ ବର୍ଷା ସାଙ୍ଗକୁ ଅନ୍ୟ ପଟରେ କରୋନାର ବିପଦ । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ରହିଥିଲେ ମଧ୍ୟ ବର୍ଷା ଯୋଗୁଁ ଲୋକେ ସକାଳୁ ସେମାନଙ୍କର ଜରୁରୀ କାର୍ଯ୍ୟରେ ମଧ୍ୟ ଘରୁ ବାହାରିବାକୁ ଭୟଭୀତ ହୋଇଛନ୍ତି । ଏଣେ ଜିଲ୍ଲାର ବିଭିନ୍ନ ବ୍ଳକରେ ମାତ୍ରାଧିକ ବର୍ଷା ଯୋଗୁଁ […]
Read More...

Advertisement