social media
ଦେଶ- ବିଦେଶ  ଅପରାଧ 

ସମୀର ୱାନଖେଡେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ

ସମୀର ୱାନଖେଡେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମୁମ୍ବାଇ:ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ମିଳିଛି ହତ୍ୟା ଧମକ I ସନ୍ଦିଗ୍ଧ ଜଣକ ସୋସିଆଲ ମିଡିଆରେ ଧମକ ଦେଇ ଲେଖିଛନ୍ତି ‘ଏହାର ହିସାବ ତୁମକୁ ଦେବାକୁ ପଡିବ….ଆମେ ତୁମକୁ ଜୀବନରୁ ମାରିଦେବୁ ‘I ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନକୁ ଗିରଫ କରିବା ପରେ ସମୀର ୱାଙ୍ଖଡେ ଗୋଟେ ପରେ […]
Read More...
ମନୋରଞ୍ଜନ  ଦେଶ- ବିଦେଶ 

ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର

ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କଙ୍ଗନାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟରେ ସେନ୍‌ସର କରିବାକୁ ଦାବି କରାଯାଇଛି । କଙ୍ଗନାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ଖୋଦ୍‌ ସୁପ୍ରିମ କୋର୍ଟର […]
Read More...
ମନୋରଞ୍ଜନ 

‘ଭୋଗ୍‌’ କଭର ଗର୍ଲ ପ୍ରିୟଙ୍କା

‘ଭୋଗ୍‌’ କଭର ଗର୍ଲ ପ୍ରିୟଙ୍କା ଦିଲ୍ଲୀ: ସେପ୍‌ଟେମ୍ବର ୧: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଗ୍ଲାମରସ୍‌ ଅନ୍ଦାଜ ପାଇଁ ସବୁଆଡେ ପରିଚିତ । ମିସ୍‌ ୱାଲïର୍ ଜିତିଥିବା ପିସି ନିଜ କ୍ୟାରିୟରରେ ଅନେକ ସଫଳତା ପାଇସାରିଛନ୍ତି । ନିଜ ପାଇଁ ବଲିଉଡ୍‌ ସହ ହଲିଉଡ୍‌ରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି । ବଲିଉଡ୍‌ର ଦେଶୀ ଗର୍ଲରୁ ହଲିଉଡ୍‌ ଡିବା ବନିସାରିଛନ୍ତି । ସେହିଭଳି ପୁଣି ଥରେ ମନୋରଞ୍ଜନ ଜଗତର ପରିଚିତ ମାଗାଜିନ୍‌ ‘ଭୋଗ୍‌’ ପାଇଁ ସେ ଫଟୋ ସୁଟ୍‌ କରିଛନ୍ତି । […]
Read More...

Advertisement