Snana Yatra
ଓଡ଼ିଶା 

ସ୍ନାନଯାତ୍ରାରେ ମାସ୍କ ପିନ୍ଧିଲେନି ସେବାୟତ: ହାଇକୋର୍ଟରେ ମାମଲା : ମୁଖ୍ୟସଚିବଙ୍କ ସମେତ ୪ ପକ୍ଷଭୁକ୍ତ

ସ୍ନାନଯାତ୍ରାରେ ମାସ୍କ ପିନ୍ଧିଲେନି ସେବାୟତ: ହାଇକୋର୍ଟରେ ମାମଲା : ମୁଖ୍ୟସଚିବଙ୍କ ସମେତ ୪ ପକ୍ଷଭୁକ୍ତ ଭୁବନେଶ୍ୱର : ଜୁନ ୮:ସ୍ନାନଯାତ୍ରାରେ ସେବାୟତ ମାସ୍କ ପିନ୍ଧିନଥିଲେ । ଏମାନେ ସଂପୂର୍ଣ୍ଣ ନୀତିପ୍ରକ୍ରିୟା ବିନା ମାସ୍କରେ ସଂପନ୍ନ କରିଥିଲେ । ଯାହା କୋଭିଡ ନିୟମର ସଂପୂର୍ଣ୍ଣ ଉଲ୍ଲଘଂନ ଦର୍ଶାଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ସରକାରଙ୍କ ସବୁ ଗାଇଡଲାଇନ ନମାନି, ସ୍ନାନଯାତ୍ରାରେ […]
Read More...
ଓଡ଼ିଶା 

ବିନା ଭକ୍ତରେ ହେବ ସ୍ନାନଯାତ୍ରା

ବିନା ଭକ୍ତରେ ହେବ ସ୍ନାନଯାତ୍ରା ରିପୋର୍ଟ: ପପୁ ମହାନ୍ତି ଭୁବନେଶ୍ୱର: ମେ ୩୦: ସ୍ନାନଯାତ୍ରାରେ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ କି ପ୍ରଭୁଙ୍କୁ ସିଧାସଳଖ ଦର୍ଶନ କରିପାରିବେନି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କ ଦର୍ଶନ କରିବେ । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇ ଏହି ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ହେବବୋଲି ବୈଠକପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ର […]
Read More...

Advertisement