Snana Yatra Puri
ଓଡ଼ିଶା 

ସ୍ନାନ ଯାତ୍ରାର ସିଧା ପ୍ରସାରଣ କରିବ ଦୁରଦର୍ଶନ

ସ୍ନାନ ଯାତ୍ରାର ସିଧା ପ୍ରସାରଣ କରିବ ଦୁରଦର୍ଶନ ଭୁବନେଶ୍ୱର : ଜୁନ ୦୩: ୫ତାରିଖ ଦିନ ସ୍ନାନ ଯାତ୍ରା । ତେବେ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଭୂଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ନାହିଁ । ଟିଭି ଦ୍ୱାରା ଯାତ୍ରାର ସିଧା ବିବରଣୀ ଦେଖିବେ । ଦୁରଦର୍ଶନ ଏହି ପବିତ୍ର କାର୍ଯ୍ୟକ୍ରମର ସିଧାପ୍ରସାରଣ କରିବେ । ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଦୁରଦର୍ଶନ ସିଗ୍‌ନାଲ୍‌ ପ୍ରଦାନ କରିବ । ଚଳିତ ଥର ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ଘରୋଇ ଟିଭି ଚ୍ୟାନେଲର ଓବି ଭ୍ୟାନ ଶ୍ରୀମନ୍ଦିର ପରିସର […]
Read More...

Advertisement