small and marginal farmers
ଦେଶ- ବିଦେଶ 

ଶେଷରେ ପ୍ରତ୍ୟାହାର ହେବ ୩ କୃଷି ଆଇନ

ଶେଷରେ ପ୍ରତ୍ୟାହାର ହେବ ୩ କୃଷି ଆଇନ ଦିଲ୍ଲୀ: ନଭେମ୍ବର ୧୯: ଦୀର୍ଘ ଦିନର ବିରୋଧ ପରେ ଆଜି କୃଷକଙ୍କୁ ଏହାର ଫଳ ମିଳଛି । ଦେଶବାସୀଙ୍କୁ ସମ୍ବୋଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନକୁ ପ୍ରତ୍ୟାହାରବା ନେଇ ବଡ଼ ଘୋଷଣା କରିଛନ୍ତି । ପ୍ରାୟ ଏକ ବର୍ଷ ହେବ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ କୃଷକମାନେ ଦିଲ୍ଲୀଠାରେ ଆନ୍ଦୋଳନ କରୁଥିଲେ । ଆଜି ମୋଦି ସମ୍ବୋଦନ କରି କହିଛନ୍ତି- କୃଷିରେ ସୁଧାର ଆଣିବା ପାଇଁ ସରକାର ୩ଟି ନୂଆ ଆଇନ […]
Read More...

Advertisement