sitala shashthi yatra
ଜିଲ୍ଲା 

ସେବାୟତଙ୍କ ଅସହଯୋଗରେ ଫିକା ପଡବି ବାବା ଲିଙ୍ଗରାଜଙ୍କ ଶିତଳ ଷଷ୍ଠୀ ଯାତ!

ସେବାୟତଙ୍କ ଅସହଯୋଗରେ ଫିକା ପଡବି ବାବା ଲିଙ୍ଗରାଜଙ୍କ ଶିତଳ ଷଷ୍ଠୀ ଯାତ! କାଲି ହେଲାନି ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ ନୀତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଛି । ମଙ୍ଗନ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା ଦେଖାଦେଇଛି । ତେବେ ଖବର ଅନୁସାରେ ପୂର୍ବ ଦାବି ପୂରଣ ହୋଇନଥିବାରୁ ଅସହଯୋଗ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ […]
Read More...

Advertisement