Similipal Tiger Reserve
ଓଡ଼ିଶା 

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ବସ୍‌ ଚାଲିବ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ବସ୍‌ ଚାଲିବ କରଞ୍ଜିଆ: ଜାନୁଆରୀ ୦୭: କରୋନା କାଳରେ ପର୍ଯ୍ୟଟକଙ୍କୁ ଏକ ଖବର ମିଳିଛି । ଆଜିଠୁ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ୬ଟି ବସ୍‌ ଚଳାଚଳ ଆରମ୍ଭ ହୋଇଛି । ମିନି ବସକୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ୍‌ ରକ୍ଷଣାବେକ୍ଷଣ କରିବ । ଏଥିଲାଗି ଟିକେଟ ବୁକିଂ ଅଫଲାଇନରେ ହେବ । ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ନିକଟରେ ଦୁଇଟି […]
Read More...
ଜିଲ୍ଲା  ଓଡ଼ିଶା 

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ମୟୁରଭଞ୍ଜ: ନଭେମ୍ବର ୨୬: ଆଜିଠାରୁ ଆରମ୍ଭ ହୋଇଛି ଶିମିଳିପାଳ ଅଭୟାରଣ୍ୟର ବାଘ ଗଣନା । ଏହା ଚାରୋଟି ପର୍ଯ୍ୟୟ ହୋଇ ସପ୍ତାହ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରା ବ୍ୟବହାର କରାଯିବା ସହିତ ନୂତନ ତଥା ଆଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାଘର ପାଦ […]
Read More...

Advertisement